ଚାକିରି ଖୋଜୁଛନ୍ତି କି? ରିଜ୍ୟୁମ୍‌ ବନାଇବା ବେଳେ ଏସବୁ କଥାକୁ ଧ୍ୟାନ ଦିଅନ୍ତୁ

କୌଣସି ଚାକିରି ପାଇଁ  ପ୍ରଥମ ସୋପାନ ରିଜ୍ୟୁମ୍‌ ବା ବାୟୋଡାଟା ହୋଇଥାଏ। ରିଜ୍ୟୁମ୍‌ ଦେଖି ନିଯୁକ୍ତିଦାତା ଯୁବକ ଯୁବତୀଙ୍କୁ ସାକ୍ଷାତକାର ପାଇଁ ଚୟନ କରିଥାନ୍ତି। ସାକ୍ଷାତକାର ବେଳେ ରିଜ୍ୟୁମ୍‌ ସହ ଜଡିତ କିଛି ପ୍ରଶ୍ନ ଆସି ନପାରେ। ତଥାପି ରିଜ୍ୟୁମ୍‌ରୁ ଆପଣଙ୍କ ଯୋଗ୍ୟତା ପରଖା ଯାଉଥିବାରୁ ଏହାକୁ ବେନଇବା ବେଳେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଆସନ୍ତୁ ଜାଣିବା ରିଜ୍ୟୁମ୍ ବନାଇବା ବେଳେ କେଉଁ ବିଷୟ ଉପରେ ଧ୍ୟାନ ଦେବେ। କଠିନ ଶଦ୍ଧ ବ୍ୟବହାର କରନ୍ତୁ ନାହିଁ […]

resume

resume

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 01:04 PM IST

Sports

Latest News

କୌଣସି ଚାକିରି ପାଇଁ  ପ୍ରଥମ ସୋପାନ ରିଜ୍ୟୁମ୍‌ ବା ବାୟୋଡାଟା ହୋଇଥାଏ। ରିଜ୍ୟୁମ୍‌ ଦେଖି ନିଯୁକ୍ତିଦାତା ଯୁବକ ଯୁବତୀଙ୍କୁ ସାକ୍ଷାତକାର ପାଇଁ ଚୟନ କରିଥାନ୍ତି। ସାକ୍ଷାତକାର ବେଳେ ରିଜ୍ୟୁମ୍‌ ସହ ଜଡିତ କିଛି ପ୍ରଶ୍ନ ଆସି ନପାରେ। ତଥାପି ରିଜ୍ୟୁମ୍‌ରୁ ଆପଣଙ୍କ ଯୋଗ୍ୟତା ପରଖା ଯାଉଥିବାରୁ ଏହାକୁ ବେନଇବା ବେଳେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଆସନ୍ତୁ ଜାଣିବା ରିଜ୍ୟୁମ୍ ବନାଇବା ବେଳେ କେଉଁ ବିଷୟ ଉପରେ ଧ୍ୟାନ ଦେବେ।

କଠିନ ଶଦ୍ଧ ବ୍ୟବହାର କରନ୍ତୁ ନାହିଁ

ରିଜ୍ୟୁମ ପ୍ରସ୍ତୁତ କରିବା ସମୟରେ ବୁଝି ପାରୁଥିବା ସହଜ ଶଦ୍ଧର ବ୍ୟବହାର କରନ୍ତୁ। ଯଦି ଆପଣଙ୍କୁ ଲାଗୁଛି ଅଧିକ କଷ୍ଟ ଶଦ୍ଧ ପ୍ରୟୋଗ କରିବା ଦ୍ୱାରା ଇମ୍ପ୍ରେସ୍‌ କରାଇ ପାରିବେ ତେବେ ଏହା ଭୁଲ୍‌। ସର୍ବଦା ଚେଷ୍ଟା କରନ୍ତୁ ଯେପରି ସହଜ ଶଦ୍ଧର ବ୍ୟବହାର କରିପାରିବେ।

ଅଧିକ ସ୍ପେସ୍‌ ବ୍ୟବହାର କରନ୍ତୁ ନାହିଁ

ରିଜ୍ୟୁମ୍‌ରେ ଅଧିକ ସ୍ପେସ୍‌ ବ୍ୟବହାର କରନ୍ତୁ ନାହିଁ। ଅଧିକ ସ୍ପେସ୍‌ ଦେବା ଦ୍ୱାରା ରିଜ୍ୟୁମ୍‌ ଖରାପ ଦେଖାଯାଏ। ଯେଉଁଠାରେ ଜରୁରୀ ସେଠାରେ ସ୍ପେସ୍‌ ବ୍ୟବହାର କରନ୍ତୁ।

ଲମ୍ୱା କରନ୍ତୁ ନାହିଁ

ଅନେକ ଲୋକେ ନିଜର ଟ୍ୟାଲେଣ୍ଟ ଦର୍ଶାଇବାକୁ ଯାଇ ୩ରୁ ୪ ପେଜ୍‌ ରିଜ୍ୟୁମ୍‌ ବନାଇଥାନ୍ତି। କମ୍‌ ଶଦ୍ଧରେ ନିଜ କଥା କହିବାକୁ ଚେଷ୍ଟା କରନ୍ତୁ। ଲମ୍ୱା ରିଜ୍ୟୁମ୍‌ ପଢିବାକୁ ବୋରିଂ ଲାଗୁଥିବାରୁ ନିଯୁକ୍ତିଦାତା ସମ୍ପୂର୍ଣ୍ଣ ପଢ଼ନ୍ତି ନାହିଁ। ଫଳରେ ଜରୁରୀ ଜିନିଷ ମଧ୍ୟ ହାତଛଡା ହୋଇଯିବାର ସମ୍ଭାବନା ରହିଥାଏ।

ବାକ୍ୟରଣଗତ ଅଶୁଦ୍ଧିରୁ ବଞ୍ଚନ୍ତୁ

ରିଜ୍ୟୁମ୍‌ ବା ବାୟୋଡାଟାରେ ଅଧିକାଂଶ ସମୟରେ ବାକ୍ୟରଣଗତ ଅଶୁଦ୍ଧି ଦେଖାଦେଇଥାଏ। ରିଜ୍ୟୁମ୍‌ ଦେବା ପୂର୍ବରୁ କ୍ରସ୍‌ଚେକ୍‌ କରିଦିଅନ୍ତୁ। ଯଦି କୌଣସି ଜାଗାରେ ସ୍ପେଲିଙ୍ଗ ମିଷ୍ଟେକ ରହିଛି, ତେବେ ଠିକ୍‌ କରିନିଅନ୍ତୁ।

ଅଜଣା କଥା ଲେଖନ୍ତୁ ନାହିଁ

ଅଧିକାଂଶ ଲୋକେ ରିଜ୍ୟୁମ୍‌ର ଓଜନ ବଢରାଇବା ପାଇଁ ସେଥିରେ ନିଜକୁ ଜଣା ନଥିବା କଥା ଲେଖିଦିଅନ୍ତି। ଏଥିପାଇଁ ଆପଣଙ୍କୁ ଲଜ୍ଜାର ଶିକାର ହେବାକୁ ପଡ଼ିପରେ।

ପାର୍ସଫଟୋ ସାଇଜ୍‌ ଫଟୋ ଲଗାନ୍ତୁ

ରିଜ୍ୟୁମ୍‌ ଫଟୋ ବିନା ଅଧୁରା। ରିଜ୍ୟୁମ୍‌ ବନାଇବା ସମୟରେ ପାସ୍‌ପୋର୍ଟ ସାଇଜ୍‌ର ଫଟୋ ବାମ ପଟେ ନିଶ୍ଚିତ ରୂପେ ଲଗାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story