୧୧ ମାର୍ଚ୍ଚ, ରବିବାର: ଜାଣନ୍ତୁ ଦିନଟି କାହା ପାଇଁ କେମିତି ରହିବ

ମେଷ: ଆଜିର ଦିନରେ ଆପଣଙ୍କ ପାଇଁ ଲାଭଦାୟକ ହେବ। ଯେମିତି ଭାବୁଛନ୍ତି ଦିନଟି ସେମିତି ବିତିବ। ପାରିବାରିକ ଦାୟିତ୍ୱ ଉଠାଇବାକୁ ପଡ଼ିବ। ଚାକିରି କ୍ଷେତ୍ରରେ ଲାଭଦାୟକ ରହିବେ। ଅର୍ଥ କାରବାରରେ ଲାଭ ମିଳିବ। ବୃଷ: ଆଜିର ଦିନଟି ଭଲ ନାହିଁ। ସାବଧାନ ହୋଇ କାମ କରନ୍ତୁ, ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଦୁର୍ଘଟଣା ଯୋଗ ରହିଛି, ତେଣୁ ଘରୁ ବାହାରିବା ପୂର୍ବରୁ ମିଶ୍ରି ଖାଆନ୍ତୁ ମିଥୁନ୍‌: ଆପଣ ଯେମିତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ, ଠିକ ସେମିତି ଫଳ […]

Rasiphala-image-2-1

Rasiphala-image-2-1

Rakesh Mallick
  • Published: Sunday, 11 March 2018
  • Updated: 11 March 2018, 07:24 AM IST

Sports

Latest News

ମେଷ: ଆଜିର ଦିନରେ ଆପଣଙ୍କ ପାଇଁ ଲାଭଦାୟକ ହେବ। ଯେମିତି ଭାବୁଛନ୍ତି ଦିନଟି ସେମିତି ବିତିବ। ପାରିବାରିକ ଦାୟିତ୍ୱ ଉଠାଇବାକୁ ପଡ଼ିବ। ଚାକିରି କ୍ଷେତ୍ରରେ ଲାଭଦାୟକ ରହିବେ। ଅର୍ଥ କାରବାରରେ ଲାଭ ମିଳିବ।

ବୃଷ: ଆଜିର ଦିନଟି ଭଲ ନାହିଁ। ସାବଧାନ ହୋଇ କାମ କରନ୍ତୁ, ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଦୁର୍ଘଟଣା ଯୋଗ ରହିଛି, ତେଣୁ ଘରୁ ବାହାରିବା ପୂର୍ବରୁ ମିଶ୍ରି ଖାଆନ୍ତୁ

ମିଥୁନ୍‌: ଆପଣ ଯେମିତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ, ଠିକ ସେମିତି ଫଳ ପାଇବେ। ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ। ହଠାତ ଅର୍ଥ ମିଳିପାରେ। ପରିବାରରେ ମଙ୍ଗଳ କାମ ହୋଇପାରେ।

କର୍କଟ: ଜୀବନ ସାଥୀଙ୍କ ସହ ଭ୍ରମଣରେ ଯାଇପାରନ୍ତି। ଭ୍ରମଣ ସମୟରେ ପାଟିତୁଣ୍ଡ ହୋଇପାରେ। ଦୀର୍ଘଦିନରୁ ଚାଲିଥିବା ଆନଗତ ଲଢେଇ ଆହୁରି ବିଳମ୍ବ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବାରେ ବିଳମ୍ୱ ହେବ। ପରିବାର ଭିତରେ ଛୋଟ ପିଲାର ସ୍ୱାସ୍ଥ୍ୟ ଖରାପକୁ ନେଇ ବ୍ୟଗ୍ରତା ଦେଖାଦେଇପାରେ।

ସିଂହ: ଆଜିର ଦିନରେ ଆଳସ୍ୟ ବିତାଇବେ। ଜୀବନ ସାଥୀଙ୍କ ସହିତ ମଧୁରତା ବଢ଼ିବ। ବ୍ୟବସାୟୀଙ୍କ ପାଇଁ ଭଲ ସମୟ ରହିଛି। ଅର୍ଥ ଓ ଉପହାର ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କନ୍ୟା: ଅନାବଶ୍ୟକ କାମଠାରୁ ଦୂରେଇ ରୁହନ୍ତୁ। ବୈବାହିକ ଜୀବନ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ଧଳା ବସ୍ତୁ ଦାନ କରନ୍ତୁ।

ତୁଳା: ଆଜିର ଦିନରେ ଜୀବନ ସାଥୀଙ୍କ ସହଯୋଗ ମିଳିବ। ବାପା-ମାଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ବେପାର-ବଣିଜ କରୁଥିବା ଲୋକେ ଆଗ ଅପେକ୍ଷା ବେଶୀ ଲାଭ ପାଇବେ।

ବିଚ୍ଛା: ଜୀବନ ସାଥୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ, ନହେଲେ ସମ୍ପର୍କରେ ଫାଟ ଦେଖା ଦେଇପାରେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଏତେ ଭଲ ନାହିଁ। ବେପାରରେ ଲାଭ ମିଳିବ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ। ନୂଆ ଗାଡ଼ି କିଣିବାର ଯୋଗ ରହିଛି।

ଧନୁ: ବେପାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଭଲ ରହିଛି। ଅର୍ଥ ମିଳିବାର ଯୋଗ ରହିଛି। କାହାରିକୁ ଧାରରେ ଅର୍ଥ ଦିଅନ୍ତୁ ନାହିଁ। ପ୍ରେମିକାଙ୍କ ସହିତ ଭ୍ରମଣ କରିବାକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଶୁଖମୟ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ।

ମକର: ସାମାନ୍ୟ ସ୍ୱାସ୍ଥାଗତ ସମସ୍ୟା ଦେଖାଦେଇପାରେ। ପ୍ରେମ ସମ୍ପର୍କ ସୁଦୃଢ଼ ହେବ। ଦିନ ମଧ୍ୟ ଭାଗରେ ପାଟିତୁଣ୍ଡ ହୋଇପାରେ। ସେଥିପାଇଁ କିଛି କହିବା ପୂର୍ବରୁ ଧ୍ୟାନ ଦିଅନ୍ତୁ। ବେପାର-ବଣିଜ ପାଇଁ ଦିନଟି ଭଲ ରହିବ। ଚାକିରି କ୍ଷେତ୍ରରେ ଦିନଟି ଅନୁକୁଳ ରହିଛି।

 କୁମ୍ଭ: ସମ୍ପତ୍ତିଗତ ସମସ୍ୟା ଥିଲେ ସମାଧାନ ହୋଇଯିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ। ନିଜ ଲୋକଙ୍କ ସହିତ ଦେଖାହେବ।

ମୀନ: ବିବାହିତ ଲୋକଙ୍କ ପାଇଁ ଦିନଟି ଠିକ୍‌ ରହିବ। ପ୍ରେମୀ ଯୁଗଳଙ୍କ କ୍ଷେତ୍ରରେ ସମ୍ପର୍କ ଆଗ ଅପେକ୍ଷା ସୁଦୃଢ଼ ହେବ। ଆର୍ଥିକ ସ୍ଥିତି ଅନୁକୁଳ ରହିବ। ପରିବାରର କିଛି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story