ଟଙ୍କା ପାଇଁ ଟ୍ରିପଲ୍‌ ମର୍ଡର: ଶଳା ଓ ଭିଣୋଇ କରିଥିଲେ ହତ୍ୟାକାଣ୍ଡ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଟଙ୍କା ପାଇଁ ହୋଇଥିଲା ଟ୍ରିପ୍‌ଲ ମର୍ଡ଼ର। ଅତି ନିର୍ଦ୍ଦୟ ଭାବେ ଗୋଟିଏ ପରିବାରର ତିନି ଜଣଙ୍କ ବେକ କାଟି ହତ୍ୟା କରାଯାଇଥିଲା। ପରେ ମୃତଦେହକୁ ବାହାରେ ଫିଙ୍ଗି ଦିଆଯାଇଥିଲା। ଏପରି ଅମାନବୀୟ ଘଟଣା ଗତ ସୋମବାର ଅନୁଗୋଳ ଜିଲ୍ଲାରେ ଘଟିଥିଲା। ଏହି ଘଟଣାରେ ପୋଲିସ ଆଜି ଶଳା ଓ ଭିଣୋଇଙ୍କୁ ଗିରଫ କରିଛି। ଏପରିକି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ୍‌ ଜବତ କରିଛି। ଟଙ୍କା ଲୁଟ୍‌ ପାଇଁ ମର୍ଡ଼ର ହୋଇଥିବା ଅଭିଯୁକ୍ତମାନେ ସ୍ୱୀକାର […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 07:26 PM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଟଙ୍କା ପାଇଁ ହୋଇଥିଲା ଟ୍ରିପ୍‌ଲ ମର୍ଡ଼ର। ଅତି ନିର୍ଦ୍ଦୟ ଭାବେ ଗୋଟିଏ ପରିବାରର ତିନି ଜଣଙ୍କ ବେକ କାଟି ହତ୍ୟା କରାଯାଇଥିଲା। ପରେ ମୃତଦେହକୁ ବାହାରେ ଫିଙ୍ଗି ଦିଆଯାଇଥିଲା। ଏପରି ଅମାନବୀୟ ଘଟଣା ଗତ ସୋମବାର ଅନୁଗୋଳ ଜିଲ୍ଲାରେ ଘଟିଥିଲା। ଏହି ଘଟଣାରେ ପୋଲିସ ଆଜି ଶଳା ଓ ଭିଣୋଇଙ୍କୁ ଗିରଫ କରିଛି। ଏପରିକି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ୍‌ ଜବତ କରିଛି। ଟଙ୍କା ଲୁଟ୍‌ ପାଇଁ ମର୍ଡ଼ର ହୋଇଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି।

ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରୀମନ୍ଦିର ଗାଁର ବିରଞ୍ଚି ନାୟକ ଜଣେ ଟେଣ୍ଡ ମାଲିକ ବେପାର ବଢ଼ାଇବା ପାଇଁ ୧ ଲକ୍ଷ ୭୫ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଆଣିଥିଲେ। ଏ ସମ୍ପର୍କରେ ବାବୁଲି ଓରଫ୍ ପ୍ରକାଶ ବେହେରା ଓ ରଞ୍ଜା ଓରଫ୍ ନନ୍ଦ କିଶୋର ସେଠୀ ଜାଣିପାରି ଥିଲେ। ଉକ୍ତ ଟଙ୍କା ଲୁଟ୍‌ କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସକ୍ଷମ ହୋଇପାରୁ ନଥିଲେ।

ଗତ ସୋମବାର ବିଳମ୍ୱିତ ରାତିରେ ଟଙ୍କା ଲୁଟିବାକୁ ଆସିଥିବା ବାବୁଲି ଓ ରଞ୍ଜା ବିରଞ୍ଚିଙ୍କ କଳାକାଟି ହତ୍ୟା କରିଥିଲେ। ପରେ ବିରଞ୍ଚିଙ୍କ ପତ୍ନୀ ଓ ପୁଅର ଗଳା କାଟି ହତ୍ୟା କରିଥିଲେ। ତା’ପରେ ବିରଞ୍ଚି ଓ ତାଙ୍କ ପୁଅର ମୃତଦେହକୁ ଘରଠାରୁ ୨୫ କିମି ଦୂର ଠାକୁରଗଡ଼ ଥାନା ପୋକଣ୍ଡା ପୋଲ ତଳକୁ ଫିଙ୍ଗି ଦେଇଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଥିଲା। ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ୩ଟି ଟିମ୍‌ ଘଟଣାର ତଦନ୍ତ କରି ବାବୁଲି ଓ ରଞ୍ଜାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍, ରକ୍ତଲଗା କଟୁରି ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story