ଚାହାବାଲାର ମାସିକ ଆୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପୁଣେ: ଜଣେ ଚାହାବାଳାର ମାସକର ରୋଜଗାର କେତେ ହୋଇଥିବ ? ଆପଣ କେତେ ଭାବୁଛନ୍ତି ? ନିଶ୍ଚିତ ଭାବୁଥିବେ ଅତି ବେଶିରେ ୧୫ରୁ ୨୦ ହଜାର ହୋଇଥିବ। ଏହା ବି ବହୁତ ବେଶି ହୋଇଯାଉଛି, କାରଣ ସବୁ ଚାହାବାଲାଙ୍କ ରୋଜଗାର ଏତେ ନୁହେଁ। ହେଲେ ଆଜି ଏମିତି ଜଣେ ଚାହାବାଲାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ମାସକର ରୋଜଗାର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଚାହାବାଲା ୧୫ କି ୨୦ ହଜାର ନୁହେଁ ୧୦ରୁ […]

tea

tea

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 06:24 PM IST

Sports

Latest News

ପୁଣେ: ଜଣେ ଚାହାବାଳାର ମାସକର ରୋଜଗାର କେତେ ହୋଇଥିବ ? ଆପଣ କେତେ ଭାବୁଛନ୍ତି ? ନିଶ୍ଚିତ ଭାବୁଥିବେ ଅତି ବେଶିରେ ୧୫ରୁ ୨୦ ହଜାର ହୋଇଥିବ। ଏହା ବି ବହୁତ ବେଶି ହୋଇଯାଉଛି, କାରଣ ସବୁ ଚାହାବାଲାଙ୍କ ରୋଜଗାର ଏତେ ନୁହେଁ। ହେଲେ ଆଜି ଏମିତି ଜଣେ ଚାହାବାଲାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ମାସକର ରୋଜଗାର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଚାହାବାଲା ୧୫ କି ୨୦ ହଜାର ନୁହେଁ ୧୦ରୁ ୧୨ ଲକ୍ଷ ଟଙ୍କା ମାସକୁ ରୋଜଗାର କରୁଛନ୍ତି। ଏବେ ସେ ତାଙ୍କ ଚାହାର ବ୍ରାଣ୍ଡକୁ ସାରା ବିଶ୍ୱରେ ପରିଚିତ କରାଇବାକୁ ଯୋଜନା ରଖିଛନ୍ତି। ଆସନ୍ତୁ ଜାଣିବା ଏହି ସଫଳ ଚାହାବାଲାଙ୍କ କାହାଣୀ।

ପୁଣେର ଏହି ଚାହାବାଲା ଜଣଙ୍କ ହେଲେ ନଭନାଥ ୟେୱଲ। ଆଜି ନିଜ ଚାହାର ବ୍ରାଣ୍ଡ ପାଇଁ ସେ ମହାରାଷ୍ଟ୍ରର ସବୁଠାରୁ ଧନୀ ଚାହାବାଲା ହୋଇପାରିଛନ୍ତି। ଆଜିକାଲି ନିଜ ରୋଜଗାର ଓ ଚାହା ବ୍ରାଣ୍ଡକୁ ନେଇ ନଭନାଥ ଚର୍ଚ୍ଚାରେ ରହିଛନ୍ତି। ଏବେ ମହାରାଷ୍ଟ୍ରରେ ନଭନାଥଙ୍କ ୟେୱଲ ଟି-ଷ୍ଟଲ୍‌ ବହୁତ ଫେମସ୍‌ ହୋଇଯାଇଛନ୍ତି।

teaଏକ ରିପୋର୍ଟ ମୁତାବକ ନଭନାଥଙ୍କୁ ଏହି ଚାହା ବ୍ରାଣ୍ଡର ଆଇଡିଆ ୨୦୧୧ରେ ଆସିଥିଲା। ନଭନାଥଙ୍କ ମତରେ ସହରରେ ତାଙ୍କର ଦୁଇଟି ଦୋକାନ ରହିଛି। ପ୍ରତିଦିନ ନରୁ ୪ ହଜାର କପ୍‌ ଚାହା ଏଥିରେ ବିକ୍ରି ହୋଇଥାଏ। ଏଥିରୁ ସେ ପ୍ରତିମାସ ୧୦ରୁ ୧୨ ଳକ୍ଷ ଟଙ୍କା ରୋଜଗାର କରିଥାନ୍ତି।

ନଭନାଥଙ୍କ ଦୁଇଟି ଯାକ ଚାହା ଷ୍ଟଲରେ ୧୦ରୁ ୧୨ ଜଣ ଲେଖାଏଁ କର୍ମଚାରୀ କାମ କରୁଛନ୍ତି।
ନୱନାଥ କୁହନ୍ତି, “ପୁଣେରେ ଗୋଟି ବି ଭଲ ଚାହା ଦୋକାନ ନଥିଲା। ଏଥିପାଇଁ ୨୦୧୧ରେ ଚାହାକୁ ଏକ ବ୍ରାଣ୍ଡ କରିବାକୁ ମନରେ ଚିନ୍ତା ଆସିଥିଲା। ୪ ବର୍ଷ ଚାହାକୁ ନେଇ ଷ୍ଟଡି କରିବା ପରେ ଭଲ ଗୁଣବତ୍ତା ସହ ଦୋକାନ ଆରମ୍ଭ କରିଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story