ପୂର୍ଣ୍ଣମୀରେ ଘୋଟି ଆସିଲା ଅମାବାସ୍ୟା: ରାଖୀପିଠା ନେଲା ତିନ ଜୀବନ

ଉମରକୋଟ: ଆଜି ପବିତ୍ର ରାଖୀ ପୂର୍ଣ୍ଣିମା। ଆଜିର ଦିନରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତା’ର ଦୀର୍ଘାୟୂର କାମନା କରିଥାଏ। ଭଉଣୀକୁ ଜୀବନସାରା ସୁରକ୍ଷା ଦେବା ପାଇଁ ଭାଇ ମଧ୍ୟ ପ୍ରତିଶ୍ରୁତି ଦେଇଥାଏ। ମାତ୍ର ଜାଣିନଥିଲେ ସାନ ଭଉଣୀର ପିଠା ଖାଇ ବଡ଼ ଭଉଣୀର ଜୀବନ ଜିବ। ଏପରି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଘଟିଛି। ଭିଣୋଇ ହାତରେ ରାଖୀ ବାନ୍ଧିବା ପାଇଁ ରାଇଘର ହଳଦୀ ଗାଁକୁ ଆସିଥିଲେ ଲକ୍ଷ୍ମୀ ହରିଜନଙ୍କ ଭଉଣୀ। ସାଥୀରେ […]

raighara death

raighara death

Rakesh Mallick
  • Published: Monday, 07 August 2017
  • Updated: 07 August 2017, 09:14 PM IST

Sports

Latest News

ଉମରକୋଟ: ଆଜି ପବିତ୍ର ରାଖୀ ପୂର୍ଣ୍ଣିମା। ଆଜିର ଦିନରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତା’ର ଦୀର୍ଘାୟୂର କାମନା କରିଥାଏ। ଭଉଣୀକୁ ଜୀବନସାରା ସୁରକ୍ଷା ଦେବା ପାଇଁ ଭାଇ ମଧ୍ୟ ପ୍ରତିଶ୍ରୁତି ଦେଇଥାଏ। ମାତ୍ର ଜାଣିନଥିଲେ ସାନ ଭଉଣୀର ପିଠା ଖାଇ ବଡ଼ ଭଉଣୀର ଜୀବନ ଜିବ। ଏପରି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଘଟିଛି।

ଭିଣୋଇ ହାତରେ ରାଖୀ ବାନ୍ଧିବା ପାଇଁ ରାଇଘର ହଳଦୀ ଗାଁକୁ ଆସିଥିଲେ ଲକ୍ଷ୍ମୀ ହରିଜନଙ୍କ ଭଉଣୀ। ସାଥୀରେ ଆଣିଥିଲେ ପିଠା। ସେହି ପିଠା ଲକ୍ଷ୍ମୀ ନିଜେ ଖାଇବା ସହିତ ତାଙ୍କ ଦିଆର ଦିୱାନ(୧୪) ଓ ଦୁଇ ଝିଅଙ୍କୁ ଦେଇଥିଲେ। ପିଠା ଖାଇବା ପରେ ଘଟଣାସ୍ଥଳରେ ଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ସେମାନଙ୍କୁ ଉମରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦିୱାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story