ଅଜବ ପରମ୍ପରା :ଏଠି ପରପୁରୁଷକୁ ଖୁସି କଲେ ପରିବାରର ମନସ୍କାମନା ପୂରଣ ହୁଏ

ବାଲି: ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ। କାରଣ ସେମାନେ ନିଜର ମମତାର ଡୋରିରେ ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖନ୍ତି। ପରିବାରକୁ ଯେତେ ବିପଦ ଆସିଲେ ମଧ୍ୟ ସେହି ସମ୍ପର୍କର ଡୋରିକୁ କେହି ଛିଡ଼ାଇ ପାରନ୍ତିନାହିଁ। କିନ୍ତୁ ଏହି ପରମ୍ପରା ବିଶ୍ୱରେ ଅନ୍ୟ ଦେଶରେ ବିରଳ। ଅବସ୍ୟ ଭିନ୍ନ ଭିନ୍ନ ରାଷ୍ଟ୍ରରେ ନିଜସ୍ୱ ପରମ୍ପରା ଏବଂ ସଂସ୍କୃତିକୁ ସମ୍ମାନ ଦିଆଯାଏ।  ସେହି ଅନୁଯାୟୀ, ଇଣ୍ଡୋନେସିଆରେ ଏକ ଭିନ୍ନ ପରମ୍ପରା ରହିଛି। ଯେଉଁଠି ମହିଳାଙ୍କୁ […]

kinner-1

kinner-1

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 08:00 AM IST

Sports

Latest News

ବାଲି: ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ। କାରଣ ସେମାନେ ନିଜର ମମତାର ଡୋରିରେ ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖନ୍ତି। ପରିବାରକୁ ଯେତେ ବିପଦ ଆସିଲେ ମଧ୍ୟ ସେହି ସମ୍ପର୍କର ଡୋରିକୁ କେହି ଛିଡ଼ାଇ ପାରନ୍ତିନାହିଁ। କିନ୍ତୁ ଏହି ପରମ୍ପରା ବିଶ୍ୱରେ ଅନ୍ୟ ଦେଶରେ ବିରଳ। ଅବସ୍ୟ ଭିନ୍ନ ଭିନ୍ନ ରାଷ୍ଟ୍ରରେ ନିଜସ୍ୱ ପରମ୍ପରା ଏବଂ ସଂସ୍କୃତିକୁ ସମ୍ମାନ ଦିଆଯାଏ।  ସେହି ଅନୁଯାୟୀ, ଇଣ୍ଡୋନେସିଆରେ ଏକ ଭିନ୍ନ ପରମ୍ପରା ରହିଛି।

ଯେଉଁଠି ମହିଳାଙ୍କୁ ପର ପୁରୁଷଙ୍କ ସହିତ ସମ୍ପର୍କ ରଖିଲେ ପରିବାରକୁ ଶୁଖ ଶାନ୍ତି ଫେରିଥାଏ ବୋଲି ବିଶ୍ୱାସ। ଇଣ୍ଡୋନେସିଆର ବାଲି ସହରରେ ଏହି ନିଆରା ପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି।

ଏଠାରେ ପନ୍‌ ପର୍ବ(Pon Festival) ପାଳନ କରାଯାଇଥାଏ। ଯାହା ପାହାଡ଼ ଉପରେ ଏହି ପର୍ବ ପାଳନ କରାଯାଇଥାଏ। ଏଥିରେ ବାଲି ସହରର ପ୍ରତ୍ୟେକ ପରିବାର ଭାଗ ନିଅନ୍ତି। ଏହି ପର୍ବର ବିଶେଷତ୍ୱ ହେଉଛି ଜଣେ ମହିଳା ୭ ଜଣ ଅଜଣା ପୁରୁଷଙ୍କ ସହିତ ସମ୍ପର୍କ ରଖିଥାଏ। ଏଥିପାଇଁ ପରିବାରର ସହମତି ରହିଥାଏ। ଏପରି ସମ୍ପର୍କ ସ୍ଥାପନ କଲେ ଉଭୟ ମହିଳା ଓ ପୁରୁଷଙ୍କ ମନସ୍କାମନା ପୂରଣ ହୋଇଥାଏ। ଦୁଇ ପରିବାରକୁ ଶୁଖ ଓ ଶାନ୍ତି ମିଳିଥାଏ।

ପନ୍‌ ପର୍ବ ବର୍ଷକୁ ସାତ ଥର ପାଳନ କରାଯାଇଥାଏ। ଜଣେ ମହିଳା ସାତ ଜଣ ପୁରୁଷଙ୍କ ସହ ସମ୍ପର୍କ ରଖିଥାଏ। ଏଥିପାଇଁ ପ୍ରତି ମହିଳା ଓ ପୁରୁଷଙ୍କୁ ୧୦ ଡଲାର ଦେବାକୁ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos