BHELରେ ନିଯୁକ୍ତି ସୁଯୋଗ: ୨୫୦ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

BHEL (Bharat Heavy Electrical Ltd. ) ରେ କାମ କରିବା ପାଇଁ ମିଳିବ ସୁଯୋଗ। BHELରେ ୨୫୦ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯ ଡିସେମ୍ବର,୨୦୧୭ ପୂର୍ବରୁ ଆପଣ ଏଥିପାଇଁ ଆବେଦନ କରିପାରିବେ। www.bhel.com କୁ ଯାଇ ସେଠାରେ ଆପଣ ବିଭିନ୍ନ ପୋଷ୍ଟ ପାଇଁ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା-୧୦ମ ଓ ୧୨ଶ୍ରେଣୀ ପାସ୍‌। ୨୦୧୫,୨୦୧୬,୨୦୧୭ରେ ବିଟେକ୍/ବିଇରେ ଡିପ୍ଳମା  କରିଥିବା ପାର୍ଥି ଆବେଦନ କରିପାରିବେ। ଆବେଦନ ପ୍ରକିୟା- BHELର ଅଫିସିଆଲ୍ ୱେବସାଇଟ୍ www.bhel.com […]

BHEL_

BHEL_

Rakesh Mallick
  • Published: Monday, 11 December 2017
  • Updated: 11 December 2017, 03:31 PM IST

Sports

Latest News

BHEL (Bharat Heavy Electrical Ltd. ) ରେ କାମ କରିବା ପାଇଁ ମିଳିବ ସୁଯୋଗ। BHELରେ ୨୫୦ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯ ଡିସେମ୍ବର,୨୦୧୭ ପୂର୍ବରୁ ଆପଣ ଏଥିପାଇଁ ଆବେଦନ କରିପାରିବେ। www.bhel.com କୁ ଯାଇ ସେଠାରେ ଆପଣ ବିଭିନ୍ନ ପୋଷ୍ଟ ପାଇଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା-୧୦ମ ଓ ୧୨ଶ୍ରେଣୀ ପାସ୍‌। ୨୦୧୫,୨୦୧୬,୨୦୧୭ରେ ବିଟେକ୍/ବିଇରେ ଡିପ୍ଳମା  କରିଥିବା ପାର୍ଥି ଆବେଦନ କରିପାରିବେ।

ଆବେଦନ ପ୍ରକିୟା- BHELର ଅଫିସିଆଲ୍ ୱେବସାଇଟ୍ www.bhel.com ଯାଇ ସେଠାରେ ଅନ୍‌ଲାଇନ୍ ଆବେଦନ କରିପାରିବେ। ଆବେଦନ ୨୦୧୭ ଡିସେମ୍ବର ୧୯ ତାରିଖ ସୁଦ୍ଧା କରିବାକୁ ପଡିବ। ସେଠାରେ ଫର୍ମ ପୁରଣ କରିସାରିବା ପରେ ଆପଣଙ୍କୁ ଏହାର ଏକ ପ୍ରିଣ୍ଟଆଉଟ୍‌ ବାହାରକରି ଡେପୁଟି ମ୍ୟାନେଜର(H.R recruit), ରୁମ୍ ନଂ-୨୯, ଗ୍ରଉଣ୍ଡ ଫ୍ଳୋର, ଏଚ୍‌,ଆର ଡିପାର୍ଟମେଣ୍ଟ, ଚିଫ୍ ଏଡ୍‌ମିନିଷ୍ଟ୍ରେଟିଭ୍ ବିଲ୍ଡିଂ, BHEL, HEEP, ରାଣିପୁର, ହରିଦ୍ୱାର(ଉତ୍ତରାଖଣ୍ଡ)-୨୪୯୪୦୩କୁ ୨୬ଡିସେମ୍ବର ,୨୦୧୭ ପୂର୍ବରୁ ପଠାଇଦିଅନ୍ତୁ।

ବୟସ ସୀମା-୧୮ରୁ ୨୭ବର୍ଷର ପ୍ରାର୍ଥୀ ଆବେଦନ କରିପାରବେ।

ଆବେଦନ ଶୁଳ୍କ- ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ଚୟନ ପ୍ରକିୟା- ମେରିଟ୍ ବେସିକରେ ପାର୍ଥୀ ଚୟନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story