ମଥାରେ ଏମିତି ସିନ୍ଦୂର ଲଗାଇଲେ ବର୍ବାଦ ହୋଇପାରନ୍ତି ସ୍ୱାମୀ

ଆମ ହିନ୍ଦୁ ପ୍ରଥା ବା ପରମ୍ପରା ଅନୁଯାୟୀ ଭାରତୀୟ ବିବାହିତ ମହିଳାମାନେ ମଥାରେ ସିନ୍ଦୂର ଲଗାନ୍ତି। ହିନ୍ଦୁ ରୀତି ନୀତି ଅନୁସାରେ ସିନ୍ଦୂର ଲଗେଇବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ବଢିଥାଏ। ମହିଳାମାନେ ନିଜ ପସନ୍ଦ ଅନୁସାରେ ସିନ୍ଦୁର ଲଗାନ୍ତି। କିନ୍ତୁ ହିନ୍ଦୁ ଧର୍ମ ଅନୁଯାୟୀ ସିନ୍ଦୁର ଲଗେଇବା ପାଇଁ ଅନେକ ଉପାୟ ଅଛି। ଶାସ୍ତ୍ରରେ ବି ସିନ୍ଦୁର ସମ୍ବନ୍ଧିତ ଅନେକ ନିୟମ ସଂପର୍କରେ ଆଲୋଚନା କରାଯାଇଛି। ଯଦି ଏହାକୁ ସଠିକ୍‌ ଭାବେ ପାଳନ ନ କରନ୍ତି ତେବେ […]

sindoor

sindoor

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 01:43 PM IST

Sports

Latest News

ଆମ ହିନ୍ଦୁ ପ୍ରଥା ବା ପରମ୍ପରା ଅନୁଯାୟୀ ଭାରତୀୟ ବିବାହିତ ମହିଳାମାନେ ମଥାରେ ସିନ୍ଦୂର ଲଗାନ୍ତି। ହିନ୍ଦୁ ରୀତି ନୀତି ଅନୁସାରେ ସିନ୍ଦୂର ଲଗେଇବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ବଢିଥାଏ। ମହିଳାମାନେ ନିଜ ପସନ୍ଦ ଅନୁସାରେ ସିନ୍ଦୁର ଲଗାନ୍ତି। କିନ୍ତୁ ହିନ୍ଦୁ ଧର୍ମ ଅନୁଯାୟୀ ସିନ୍ଦୁର ଲଗେଇବା ପାଇଁ ଅନେକ ଉପାୟ ଅଛି। ଶାସ୍ତ୍ରରେ ବି ସିନ୍ଦୁର ସମ୍ବନ୍ଧିତ ଅନେକ ନିୟମ ସଂପର୍କରେ ଆଲୋଚନା କରାଯାଇଛି। ଯଦି ଏହାକୁ ସଠିକ୍‌ ଭାବେ ପାଳନ ନ କରନ୍ତି ତେବେ ଅନେକ ପ୍ରକାରର ବାଧା ବା ବିପଦ ଦେଖାଯିବାର ଆଶଙ୍କା ବଢ଼ିଯାଏ।

ଉଜୈନର ଜ୍ୟୋତିଷଶାସ୍ତ୍ରୀ ପଣ୍ଡିତ. ମନୀଷ ଶର୍ମା କହିଛନ୍ତି, ଯଦି କେହି ସଧବା ବା ବିବାହିତ ମହିଳା ଠିକ୍‌ ଉପାୟରେ ସିନ୍ଦୂର ଲଗାନ୍ତି ସେଥିରୁ ସକାରତ୍ମକ ଶକ୍ତି ଜାତ ହୋଇଥାଏ। ଏହା ଦ୍ୱାରା ଘରେ ସୁଖ ଶାନ୍ତି ଆସିବା ସହ ସ୍ୱାମୀର ଆୟୁଷ ମଧ୍ୟ ବଢିଥାଏ।

ସିନ୍ଦୂର ଲଗେଇବା ସମୟରେ ମହିଳା ମାନେ ଶାସ୍ତ୍ରରେ କୁହାଯାଉଥିବା ନିୟମର ପାଳନ କରିବାକୁ ପଡ଼ିବ।  ଏପରି ନ କଲେ ଅଶୁଭ ହେବା ସହ ସ୍ୱାମୀଙ୍କ ଉପରେ କରଜଭାର ବଢିଥାଏ। ।

ତେବେ ଚାଲନ୍ତୁ ଜାଣିବା ମହିଳାମାନେ ସିନ୍ଦୂର ଲଗେଇବା ସମୟରେ କେଉଁ ନିୟମ ପ୍ରତି ଧ୍ୟାନ ଦେବା ଉଚିତ୍‌।

- ଧ୍ୟାନ ଦେବେ ସବୁବେଳେ ନିଜ ପାଖରେ ଥିବା ସିନ୍ଦୂର ଲଗାନ୍ତୁ। ଅନ୍ୟ କିଏ ବ୍ୟବହାର କରୁଥିବା ସିନ୍ଦୂରକୁ ନିଜ ସିନ୍ଥି ବା ମଥାରେ ଲଗାନ୍ତୁ ନାହିଁ। ଏମିତି କରିବା ଦ୍ୱାରା ସ୍ୱାମୀର ଧନ ସମ୍ପତ୍ତି ହ୍ରାସ ହୋଇଥାଏ।

- ଅନ୍ୟର ଟଙ୍କାରେ କିଣା ଯାଇଥିବା ସିନ୍ଦୁର ଲଗାନ୍ତୁ ନାହିଁ।

- ଯଦି କେହି ସିନ୍ଦୁର ଆପଣଙ୍କୁ ଉପହାର ଦେଉଛି ବା ଦାନ କରୁଛି ତାକୁ ବି ଲଗେଇବା ଉଚିତ୍‌ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story