ସୁଯୋଗ ପାଇଲେ ଜୀବନରେ ଥରେ ଏହି ସବୁ ଗାଁକୁ ବୁଲିବାକୁ ଯାଆନ୍ତୁ

ବିଦେଶରେ ଏମିତି ବହୁତ ଜାଗା ଅଛି ଯାହାର ଚିତ୍ର ବା ଫଟୋ ଆମକୁ ଆକର୍ଷିତ କରିଥାଏ। ସେଠାକୁ ଯିବାକୁ ବହୁତ ଇଚ୍ଛା ହୁଏ। ତେବେ ଯାଇ ହୁଏନି। ତେଣୁ ମନ ଦୁଃଖ ହୋଇଥାଏ। ତେବେ ସେମିତି ସବୁ ସ୍ଥାନ କେବଳରେ ବିଦେଶରେ ନାହିଁ, ଆମ ଭାରତରେ ବି ଅଛି। ଆମ ଦେଶରେ ଏମିତି କିଛି ଗାଁ ଅଛି, ଯେଉଁଠାକୁ ଗଲେ ଆପଣ ଫେରିବାକୁ ଇଚ୍ଛା କରିବେ ନାହିଁ। ସେଠାକୁ ଥରେ ଗଲେ ଆପଣ ବିଦେଶରେ ଥିବା କୌଣସି […]

kalp

kalp

Rakesh Mallick
  • Published: Friday, 08 June 2018
  • Updated: 08 June 2018, 01:08 PM IST

Sports

Latest News

ବିଦେଶରେ ଏମିତି ବହୁତ ଜାଗା ଅଛି ଯାହାର ଚିତ୍ର ବା ଫଟୋ ଆମକୁ ଆକର୍ଷିତ କରିଥାଏ। ସେଠାକୁ ଯିବାକୁ ବହୁତ ଇଚ୍ଛା ହୁଏ। ତେବେ ଯାଇ ହୁଏନି। ତେଣୁ ମନ ଦୁଃଖ ହୋଇଥାଏ। ତେବେ ସେମିତି ସବୁ ସ୍ଥାନ କେବଳରେ ବିଦେଶରେ ନାହିଁ, ଆମ ଭାରତରେ ବି ଅଛି। ଆମ ଦେଶରେ ଏମିତି କିଛି ଗାଁ ଅଛି, ଯେଉଁଠାକୁ ଗଲେ ଆପଣ ଫେରିବାକୁ ଇଚ୍ଛା କରିବେ ନାହିଁ। ସେଠାକୁ ଥରେ ଗଲେ ଆପଣ ବିଦେଶରେ ଥିବା କୌଣସି ସ୍ଥାନକୁ ଯାଇ ନପାରିବାର ଦୁଃଖକୁ ବି ଭୁଲି ଯିବେ। ତା’ହେଲେ ଆସନ୍ତୁ ଜାଣିବା ଭାରତରେ କେଉଁଠି ରହିଛି ସେ ସବୁ ଗାଁ।

ମାବଲ୍ୟାନ୍ନାଗ,ମେଘାଳୟ
ଏହି ଗାଁକୁ ଏସିଆର ସବୁଠୁ ସଫାସୁତୁରା ଗାଁର ମାନ୍ୟତା ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଗାଁରେ ପଲିଥିନ ଓ ଧୂମପାନ ଉପରେ ରୋକ୍‌ ଲଗାଯାଇଛି। ଗାଁର ସବୁ ଜାଗାରେ ବାଉଁଶର ଡଷ୍ଟବିନ୍‌ ରଖାଯାଇଛି, ଯେଉଁଥିରେ ଅଳିଆ ଆବର୍ଜନା ଏବଂ ଭାଙ୍ଗି ଯାଇଥିବା ଗଛର ପତ୍ର ଓ ଡାଳକୁ ମଧ୍ୟ ପକା ଯାଇଥାଏ। ଏଠାରେ  ନଦୀ ଉପରେ ତିଆରି ହୋଇଥିବା କାଠପୋଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଗାଁଟିର ଆଉ ଏକ ଖାସ୍‌ କଥା ହେଉଛି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ।

Bishnoi

ବିଶନୋଇ ସଫାରୀ ଗାଁ, ରାଜସ୍ଥାନ
ଯଦି ଆପଣ ଆଦିବାସୀଙ୍କ ଜୀବନଶୈଳୀ ସଂପର୍କରେ ଜାଣିବାକୁ ରୁଚି ରଖନ୍ତି ଓ ବିଶନୋଇ ସମାଜକୁ ଅତି ନିକଟରୁ ଦେଖିବାକୁ ଚାହାଁନ୍ତି ତା’ହେଲେ ଏହି ଗାଁକୁ ଯାଆନ୍ତୁ। ରାଜସ୍ଥାନର ଦକ୍ଷିଣ ଯୋଧପୁରଠାରୁ ମାତ୍ର ୪୦ କିଲୋମିଟର ଦୂରରେ ରହିଛି ଏହି ଗାଁ। ଆଦିବାସୀଙ୍କ ଜୀବନଶୈଳୀ ଓ ସଂସ୍କୃତିକୁ ବୁଝିବାକୁ ଏହି ଗାଁ ଦିଏ ନିଆରା ସୁଯୋଗ। ଖେଜଡୀ(ସ୍ଥାନୀୟ ଭାଷାରେ) ଗଛରେ ଘେରି ରହିଥିବା ଏହି ଗାଁରେ ଆପଣ ହରିଣ ଓ ମୃଗ ଦେଖିପାରିବେ। ଗୁଡା ହ୍ରଦ ହେଉଛି ଏହି ଗାଁର ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ହ୍ରଦରେ ବିଭିନ୍ନ ପ୍ରକାର ପକ୍ଷୀଙ୍କ ସମାବେଶ ହୋଇଥାଏ।

ଗୁନେହ ଗାଁ, ହିମାଚଳ ପ୍ରଦେଶ
ଏହା ଏପରି ଏକ ଗାଁ ଯାହାକୁ ସବୁ ପ୍ରକୃତି ପ୍ରେମୀ ଖୋଜିଥାନ୍ତି। ଗ୍ରାମୀଣ ପରିବେଶର ନିଆରା ଚିତ୍ର ଏଠାରେ ଦେଖିବାକୁ ମିଳିଥାଏ। ବିଭିନ୍ନ ମନ୍ଦିର ସହିତ ଏଠାରେ ସ୍ଥାନୀୟ ଚିତ୍ରକରଙ୍କ ନିଖୁଣ କଳା ଦେଖିବାକୁ ମିଳିଥାଏ। ପାହାଡ କୋଳରେ ଏହି ଗାଁଟି ଅବସ୍ଥିତ। ଏହା ଏକ ଆଦିବାସୀ ବହୁଳ ଗାଁ।

kalp

କଳ୍ପ ଗାଁ, ଉତ୍ତରାଖଣ୍ଡ
ସମୁଦ୍ର ପତନରୁ ୭୫୦୦ଫୁଟ ଉଚ୍ଚରେ ଥିବା ଏହି ଗାଁଟି ଉଚ୍ଚ ପାହାଡ଼ ମାନଙ୍କର କୋଳରେ ଅବସ୍ଥିତ। ଏହା ଦର୍ଶକଙ୍କୁ ଆକର୍ଷିତ କରିଥାଏ। ଏଠାରେ ପହଞ୍ଚିବା ପରେ ଆପଣଙ୍କୁ ଲାଗିବ ଶାନ୍ତି ପାଇଁ ଆପଣଙ୍କ ଅନୁସନ୍ଧାନ ଶେଷ ହୋଇଛି।  ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ଏହି ଗାଁରେ ପ୍ରାୟ ୫୦୦ଲୋକ ରହନ୍ତି। ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ସ୍ୱର୍ଣ୍ଣ ମନ୍ଦିର ଏବଂ ପାହାଡକୁ ଚିରି ବାହାରିଥିବା ଝରଣା। ଆପଣ ଏଠାରେ ପାହାଡ଼ ଚଢ଼ିବାର ଅନୁଭୂତି ନେଇପାରିବେ।

shyam

ଶ୍ୟାମ ଗାଁ, ଆସାମ
କର୍ମମୟ ଜୀବନରୁ ବାହାରି ଟିକେ ଶାନ୍ତି ପାଇବାକୁ ଚାହୁଁଥିଲେ ବୁଲିବାକୁ ଆସନ୍ତୁ ଏହି ଗାଁକୁ। ଯୋଗ ଏବଂ ସାଧନା ପାଇଁ ଏହି ଗାଁ ପ୍ରସିଦ୍ଧ। ଏଠାରେ ଅନେକ ପ୍ରାଚୀନ ବୌଦ୍ଧ ମନ୍ଦିର ରହିଛି। ବୌଦ୍ଧ ଧର୍ମର ଅନେକ ଲୋକ ଏଠାରେ ରହିଥାନ୍ତି। ଏଠାରୁ ୨କିଲୋମିଟର ଦୂରରେ ରହିଛି ଛାରା ଜଙ୍ଗଲ ଏବଂ ସିଙ୍ଗପନ୍‌ ଅଭୟାରଣ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story