କେତୁ-ଗ୍ରାସ ଚନ୍ଦ୍ରଗ୍ରହଣକୁ ନେଇ ଆଶା ଆଶଙ୍କା: ଏହି ରାଶିର ଲୋକଙ୍କ ପାଇଁ ଅଶୁଭ, ଜାଣନ୍ତୁ କେମିତି ରହିବ ଓଡ଼ିଶାର ଭାଗ୍ୟ

ଭୁବନେଶ୍ୱର (ଡ.ମନୋଜ କୁମାର ଲେଙ୍କା): ଆସନ୍ତାକାଲି ସଂଘଟିତ ହେବାକୁ ଯାଉଥିବା ଚନ୍ଦ୍ରଗ୍ରହଣକୁ ନେଇ ଏବେ ସମସ୍ତଙ୍କ ମନରେ ଆଶା ଆଶଙ୍କା ଲାଗିରହିଛି। ଏହା କେତେ ସମୟର ରହିବ, କେଉଁ ବ୍ୟକ୍ତିମାନେ ଏହାକୁ ଦେଖିପାରିବେ, କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ, କେଉଁ ସମୟରେ ଗାଧୁଆ ଖିଆ କରାଯିବ, ରୋଷେଇ ହେବ ନା ନାହିଁ, ଆସନ୍ତୁ ଜାଣିବା ଏ ସବୁ ସଂପର୍କରେ। ଗ୍ରହଣ ଓ ମୋକ୍ଷ ସମୟ: ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ ଏବଂ […]

moon

moon

Rakesh Mallick
  • Published: Thursday, 26 July 2018
  • Updated: 26 July 2018, 02:08 PM IST

Sports

Latest News

[caption id="attachment_256699" align="alignleft" width="163"] ଡ.ମନୋଜ କୁମାର ଲେଙ୍କା[/caption]

ଭୁବନେଶ୍ୱର (ଡ.ମନୋଜ କୁମାର ଲେଙ୍କା): ଆସନ୍ତାକାଲି ସଂଘଟିତ ହେବାକୁ ଯାଉଥିବା ଚନ୍ଦ୍ରଗ୍ରହଣକୁ ନେଇ ଏବେ ସମସ୍ତଙ୍କ ମନରେ ଆଶା ଆଶଙ୍କା ଲାଗିରହିଛି। ଏହା କେତେ ସମୟର ରହିବ, କେଉଁ ବ୍ୟକ୍ତିମାନେ ଏହାକୁ ଦେଖିପାରିବେ, କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ, କେଉଁ ସମୟରେ ଗାଧୁଆ ଖିଆ କରାଯିବ, ରୋଷେଇ ହେବ ନା ନାହିଁ, ଆସନ୍ତୁ ଜାଣିବା ଏ ସବୁ ସଂପର୍କରେ।

ଗ୍ରହଣ ଓ ମୋକ୍ଷ ସମୟ: ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ ଏବଂ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ଅବଧି ରହିଛି ୧ ଘଣ୍ଟା ୪୩ ମିନିଟ୍ ରହିଛି। ଅର୍ଥାତ୍ ଚନ୍ଦ୍ର ସଂପୂର୍ଣ୍ଣ ଭାବରେ ପୃଥିବୀର ଛାଇ ତଳେ ଲୁଚି ରହିବାର ଅବଧି ହେଲା ହେଉଛି ଘଣ୍ଟାଏ ୪୩ ମିନିଟ୍। ତେବେ ୨୭.୦୭.୨୦୧୮ ରିଖ ଶୁକ୍ରବାର ରାତି ୧୧ଟା ୫୪ ମିନିଟ୍ ୨୭ ସେକେଣ୍ଡରେ ଚନ୍ଦ୍ର ମହାଗ୍ରହଙ୍କୁ କେତୁ ଗ୍ରାସ କରିବା ଆରମ୍ଭ ହେବ। ଗ୍ରହଣ ସଂପୂର୍ଣ୍ଣ ଛାଡ଼ିବା ବେଳକୁ ସମୟ ଭୋର୍ ୩ଟା ୫୪ ମିନିଟ୍ ୩୩ ସେକେଣ୍ଡ ହୋଇଯିବ।

ଗାଧୁଆ ଓ ଖିଆ କେତେବେଳେ କରିବା ଉଚିତ୍: ପାକ ତ୍ୟାଗ, ଅନ୍ନ ଭୋଜନ ଇତ୍ୟାଦି କାର୍ଯ୍ୟ, ଗ୍ରହଣର ୯ ଘଣ୍ଟା ପୂର୍ବରୁ ପରିତ୍ୟାଗ କରିବାକୁ ପଡ଼ିବ। ଅର୍ଥାତ୍ ଦିନ ୨ଟା ୫୪ ମିନିଟ୍ ପୂର୍ବରୁ ଦେବନୀତି ଓ ଅନ୍ନଭୋଜନ ସରିବା ଉଚିତ୍। ତେବେ ବାଳକ, ବୃଦ୍ଧ ଓ ରୋଗୀମାନଙ୍କ ପାଇଁ ଭୋଜନ ଗ୍ରହଣୀୟ। ସେହିପରି ଗ୍ରହଣ ମୋକ୍ଷ ହେବା ପରେ, ଅର୍ଥାତ୍ ରାତି ୩ଟା ୫୪ ମିନିଟ୍ ୩୩ ସେକେଣ୍ଡ ପରେ ସ୍ନାନ ଓ ଶୌଚ କାର୍ଯ୍ୟ ସମ୍ପାଦନ କରିବା ଉଚିତ। ଦେବାଦେବୀଙ୍କର ସ୍ନାନ, ପରଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଏବଂ ପରେ ନୀତିକାନ୍ତି କରିପାରିବେ।

ଓଡ଼ିଶା ପାଇଁ ଶୁଭ ନା ଅଶୁଭ: ଏହା ହେଉଛି ଶତାବ୍ଦୀର ସବୁଠାରୁ ଲମ୍ବା ଅବଧିର ଚନ୍ଦ୍ରଗ୍ରହଣ। ଜ୍ୟୋତିଷବିଦ୍ୟା କହୁଛି, ଚନ୍ଦ୍ର ଗ୍ରହଣଯୁକ୍ତ ହେଲେ ଏହା ବିଶ୍ୱର ବିଭିନ୍ନ ସ୍ଥାନ ଉପରେ ଅଲଗା ଅଲଗା ପ୍ରଭାବ ପକାଇଥାଏ। ଜ୍ୟୋତିଷଶାସ୍ତ୍ର କହୁଛି, ଏହି ଚନ୍ଦ୍ରଗ୍ରହଣ ଆମ ଓଡ଼ିଶା ପାଇଁ କିଛି ବିଶେଷ ସମସ୍ୟା ସୃଷ୍ଟି କରିପାରେ। ଏହାର ପ୍ରଭାବରେ ବନ୍ୟାବିତ୍ପାତ, କଳହ ବାତାବରଣ ସୃଷ୍ଟି ହେବ। ଓଡ଼ିଶାର ରାଜନୈତିକ କ୍ଷେତ୍ରକୁ ମଧ୍ୟ ଏହା କିଛି କିଛି ପ୍ରଭାବିତ କରିବ। ରାଜନୈତିକ ବାତାବରଣ ଅସ୍ଥିର ରହିବ। କୃଷି କ୍ଷେତ୍ରରେ ଫସଲହାନି ହେବ। ଚୋରି, ଡକାୟତି ଇତ୍ୟାଦି ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି।

 ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଚନ୍ଦ୍ରଗ୍ରହଣ ଅଶୁଭ: ମେଷ, ବୃଷ, ମିଥୁନ, କର୍କଟ, ମକର, କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପକ୍ଷରେ ଏହି ଚନ୍ଦ୍ରଗ୍ରହଣ ଦର୍ଶନ କରିବା ଠିକ୍ ନୁହେଁ ବୋଲି ଜ୍ୟୋତିଷଶାସ୍ତ୍ରର ଗଣନା କହୁଛି। ଏହା ଏହି ବ୍ୟକ୍ତିମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ଏଣୁ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଗ୍ରହଣ ଆଦୌ ଶୁଭ ନୁହେଁ।

ଶୁଦ୍ଧିର ଉପାୟ: ରୋହିଣୀ, ପୁନର୍ବସୁ, ହସ୍ତା, ବିଶାଖା, ଶ୍ରବଣା, ପୂର୍ବଭାଦ୍ର- ଏହିସବୁ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିମାନଙ୍କ ପାଇଁ ଏଥର ଚନ୍ଦ୍ରଗ୍ରହଣ ଅଶୁଭ ଫଳ ପ୍ରଦାନ କରିବ। ଏଥିରୁ ମୁକ୍ତି ପାଇବା ପାଇଁ ବ୍ରଜରଙ୍ଗ ବାଣ, ଶ୍ରୀ ସୃତ, କନକଧାରା ସ୍ତୃତ, ଶ୍ରୀ ଜଗନ୍ନାଥ ଷ୍ଟକ ଏବଂ ସୁନ୍ଦରାକାଣ୍ଡ ଭାଗବତର ଏକାଦଶ ସ୍କନ୍ଦ ଆଦିରୁ ଯେକୌଣସି ଏକ ପାଠ କରିବା ସହିତ ଶୁଦ୍ଧ ଭୋଜନ ଆଦି କଲେ ଚନ୍ଦ୍ର ଗ୍ରହଣର କୁ-ଫଳରୁ ମୁକ୍ତି ପାଇପାରିବେ। ଚନ୍ଦ୍ରଗ୍ରହଣ ପରେ ମୋତିଶଙ୍ଖ, ଦକ୍ଷିଣାବର୍ତୀ ଶଙ୍ଖ, ଶ୍ରୀଗଣେଶ ଶଙ୍ଖ, ସୂର୍ଯ୍ୟ ଶଙ୍ଖର ଜଳରେ ସ୍ନାନ କଲେ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବା ସହିତ କେତୁ ମହାଗ୍ରହ ଜନିତ ଗ୍ରହକଷ୍ଟରୁ ମୁକ୍ତି ପାଇପାରିବେ। ଏହି ଗ୍ରହର ଅଶୁଭ ସମୟ ସପ୍ତାହ ବ୍ୟାପୀ ରହୁଥିବାରୁ, ଏକ ସପ୍ତାହ ପର୍ଯ୍ୟନ୍ତ ଶୁଭ କାର୍ଯ୍ୟ ବର୍ଜନୀୟ। ଏହା ବ୍ୟତିରେକ, ଅନ୍ୟ ରାଶିମାନଙ୍କୁ ଯଥା- ସିଂହ, କନ୍ୟା, ତୁଳା, ବିଛା, ଧନୁ ଇତ୍ୟାଦି ରାଶିମାନଙ୍କ ପାଇଁ ଚନ୍ଦ୍ରଗ୍ରହଣ ଶୁଭ ଫଳ ପ୍ରଦାନ କରିବ।

ହାପି ଲିଭିଙ୍ଗ ଆଷ୍ଟ୍ରୋ
ପ୍ଲଟ ନଂ- ୬୫୮/୩୩୧୯
ବଜରଙ୍ଗୀ କଲୋନି, ବୈରାଗୀ ନଗର,
କେନାଲ ରୋଡ, ଝାରପଡ଼ା, ଭୁବନେଶ୍ୱର
ଫୋନ୍ ନଂ- ୯୪୩୮୦୮୨୭୧୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story