ସାପ ବିଷ ପିଇଲେ ମୃତ୍ୟୁ ହୁଏ କି?

ସାଧାରଣତଃ ବିଷଧର ସାପ କାମୁଡ଼ିବା ଦ୍ୱାରା ମଣିଷର ମୃତ୍ୟୁ ହୋଇଥାଏ। ସାପ ବିଷ ପିଇଲେ କ’ଣ ଜଣେ ମରିଯିବ? କେବେ ଏହି ପ୍ରଶ୍ନ ଆପଣଙ୍କ ମନରେ ଉଠୁଛି କି? ଆସନ୍ତୁ ଏ ବିଷୟରେ ଜାଣିବା କିଛି ତଥ୍ୟ। – ସର୍ବପ୍ରଥମେ ଜାଣି ନିଅନ୍ତୁ ସାପ ବିଷକୁ ଭେନମ୍ କୁହାଯାଇଥାଏ। ଯାହା ବିଷ ଠାରୁ ଭିନ୍ନ। – ଭେନମ୍ ସେମିତି କାମ କରିନଥାଏ ଯେମିତି ବିଷ କରିଥାଏ। ରକ୍ତ ସଂପର୍କ ବିନା  ଭେନମର ପ୍ରଭାବ ଶରୀରରେ ପଡ଼ିନଥାଏ। – […]

snake

snake

Rakesh Mallick
  • Published: Monday, 19 March 2018
  • Updated: 19 March 2018, 12:58 PM IST

Sports

Latest News

ସାଧାରଣତଃ ବିଷଧର ସାପ କାମୁଡ଼ିବା ଦ୍ୱାରା ମଣିଷର ମୃତ୍ୟୁ ହୋଇଥାଏ। ସାପ ବିଷ ପିଇଲେ କ’ଣ ଜଣେ ମରିଯିବ? କେବେ ଏହି ପ୍ରଶ୍ନ ଆପଣଙ୍କ ମନରେ ଉଠୁଛି କି? ଆସନ୍ତୁ ଏ ବିଷୟରେ ଜାଣିବା କିଛି ତଥ୍ୟ।

- ସର୍ବପ୍ରଥମେ ଜାଣି ନିଅନ୍ତୁ ସାପ ବିଷକୁ ଭେନମ୍ କୁହାଯାଇଥାଏ। ଯାହା ବିଷ ଠାରୁ ଭିନ୍ନ।

- ଭେନମ୍ ସେମିତି କାମ କରିନଥାଏ ଯେମିତି ବିଷ କରିଥାଏ। ରକ୍ତ ସଂପର୍କ ବିନା  ଭେନମର ପ୍ରଭାବ ଶରୀରରେ ପଡ଼ିନଥାଏ।

- ଯଦି ଜଣେ ସାପର ବିଷକୁ ପିଇ ଦେବେ, ତା’ହେଲେ ତେବେ ତାହା ହଜମ ମଧ୍ୟ ହୋଇଯିବ। କାରଣ ସେଥିରେ ପ୍ରୋଟିନ୍‌ ଥାଏ। କିନ୍ତୁ ପିଇବା ଲୋକର ଶରୀର ଭିତରେ କୌଣସି କ୍ଷତ ଥିଲେ ଏହା ଜୀବନ ନେଇପାରେ। କାରଣ ଏହା ରକ୍ତ ସଂପର୍କରେ ଆସିଯାଏ। ଏଥିପାଇଁ କେବେ ବି ସାପ ବିଷ ପିଇବାକୁ ଚେଷ୍ଟା କରନ୍ତୁ ନାହିଁ। ଏହି ବିବରଣୀ କେବଳ ଆପଣଙ୍କୁ ସତର୍କ କରିବା ପାଇଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos