ନୂଆ ଗବେଷଣା: ବେଶୀ ମଦ୍ୟପାନ କରୁଥିବା ମହିଳାଙ୍କୁ ହୋଇପାରେ ସ୍ତନ କର୍କଟ

ନୂଆଦିଲ୍ଲୀ: ଭୟ ଓ ଆତଙ୍କର ରୋଗ ହେଉଛି କ୍ୟାନସର । ଏହି ରୋଗର ସଫଳ ଚିକିତ୍ସା ନେଇ ଚିକିତ୍ସାବିଜ୍ଞାନୀମାନେ ଏ ଯାଏ ଶତପ୍ରତିଶତ ସଫଳ ହୋଇପାରି ନାହାନ୍ତି।  ପ୍ରାଣଘାତୀ ଏହି କ୍ୟାନସର ରୋଗର ଶ୍ରେଣୀଭୁକ୍ତ ରହିଛି। ଯେମିତିକି ବ୍ଲଡ  କ୍ୟାନସର , ବ୍ରେନ୍ କ୍ୟାନ୍ସର, ଗଳା କ୍ୟାନସର ଇତ୍ୟାଦି। ସେମିତି ମହିଳାଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍ସର ସବୁଠୁ ବିପଜନ୍ନକ ଭାବେ ପରିଗଣିତ ହୋଇଥାଏ। ତେବେ ବ୍ରେଷ୍ଟ  କ୍ୟାନସର ବା  ସ୍ତନ କର୍କଟକୁ ନେଇ ବୈଜ୍ଞାନିକମାନେ ଏକ ଚାଞ୍ଚଲ୍ୟକର ତଥ୍ୟର ଖୁଲାସା କରିଛନ୍ତି। ନୂତନ ଗବେଶଣା […]

f-999

f-999

Rakesh Mallick
  • Published: Friday, 11 May 2018
  • Updated: 11 May 2018, 08:48 AM IST

Sports

Latest News

ନୂଆଦିଲ୍ଲୀ: ଭୟ ଓ ଆତଙ୍କର ରୋଗ ହେଉଛି କ୍ୟାନସର । ଏହି ରୋଗର ସଫଳ ଚିକିତ୍ସା ନେଇ ଚିକିତ୍ସାବିଜ୍ଞାନୀମାନେ ଏ ଯାଏ ଶତପ୍ରତିଶତ ସଫଳ ହୋଇପାରି ନାହାନ୍ତି।  ପ୍ରାଣଘାତୀ ଏହି କ୍ୟାନସର ରୋଗର ଶ୍ରେଣୀଭୁକ୍ତ ରହିଛି। ଯେମିତିକି ବ୍ଲଡ  କ୍ୟାନସର , ବ୍ରେନ୍ କ୍ୟାନ୍ସର, ଗଳା କ୍ୟାନସର ଇତ୍ୟାଦି। ସେମିତି ମହିଳାଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍ସର ସବୁଠୁ ବିପଜନ୍ନକ ଭାବେ ପରିଗଣିତ ହୋଇଥାଏ। ତେବେ ବ୍ରେଷ୍ଟ  କ୍ୟାନସର ବା  ସ୍ତନ କର୍କଟକୁ ନେଇ ବୈଜ୍ଞାନିକମାନେ ଏକ ଚାଞ୍ଚଲ୍ୟକର ତଥ୍ୟର ଖୁଲାସା କରିଛନ୍ତି। ନୂତନ ଗବେଶଣା ଅନୁଯାୟୀ ଯେଉଁ ମହିଳାମାନେ ଅତ୍ୟଧିକ ମଦ୍ୟପାନ କରୁଚନ୍ତି ସେମାନଙ୍କୁ ଏହି ରୋଗ ହୋଇପାରେ। ଆମେରିକା ପକ୍ଷରୁ ହୋଇଥିବା ଏକ ଅନୁଶୀଳନରୁ ୧୫ ପ୍ରତିଶତ ମହିଳାଙ୍କୁ  ହେଉଥିବା ସ୍ତନ କର୍କଟ ମଦ୍ୟପାନ ଜନିତ କାରଣ ବୋଲି ଜଣାପଡ଼ିଛି।

ତେବେ ୧୯୮୮ ମସିହାରେ  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମଦକୁ କ୍ଲାସ ୱାନ୍‌ କର୍କଟ ରୋଗର କାରକ ବୋଲି ଦର୍ଶାଇଥିଲା। ଏନେଇ ଅଷ୍ଟ୍ରେଲିଆ, ଇଂଲଣ୍ଡ ପକ୍ଷରୁ ମଦଜନିତ ସ୍ତନ କର୍କଟ ସମ୍ପର୍କିତ ସଚେତନତା ଅଭିଯାନ ଆରମ୍ଭ ହୋଇଛି।  ମଦ୍ୟପାନ କିପରି ଏହି ରୋଗର କାରଣ ହୋଇଛି ସେନେଇ ଏକ ଛୋଟ ଆଡ ଭିଡିଓ ପ୍ରସ୍ତୁତି କରାଟଇଛି। ସେଥିରେ ସ୍ୱଳ୍ପ ସମୟ ମଧ୍ୟରେ ରୋଗ ଉପରେ ସୂଚନା ଦିଆଯାଉଛି।  ତେବେ ଗତ ଦୁଇ ଦଶନ୍ଧି ଧରି ଅନ୍ୟ କର୍କଟଜନିତ ରୋଗରୁ  ରୋଗୀ ଆରୋଗ୍ୟଲାଭ କରିଛନ୍ତି।

ମାତ୍ର ଦୁର୍ଭାଗ୍ୟର ବିଷୟ ସ୍ତନ କର୍କଟ ରୋଗ ଉପରେ ଚିକିତ୍ସକମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିପାରିନାହାଁନ୍ତି । ଏହି ରୋଗ ବିଷୟରେ ପ୍ରକୃତ ତଥ୍ୟ ଆହରଣ, ବିଭିନ୍ନ ଚିକିତ୍ସା ବିଧି, ସମୟାନୁବର୍ତ୍ତିତା ଓ ପାର୍ଶ୍ଵ ପ୍ରତିକ୍ରିୟା ଇତ୍ୟାଦି ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି ।

https://youtu.be/30bKA-oJtdo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story