ମହିଳାଙ୍କୁ ଦଳି ଦେଲା ହାତୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ କଙ୍କଡାସୋଡ଼ା ଗାଁରେ ଏକ ହାତୀ ଦଳି ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଅମିନ ଗଡ଼ନାୟକଙ୍କ ପତ୍ନୀ ଉମା ଗଡ଼ନାୟକ। ହାତୀଟି ଘର ଭଙ୍ଗାଥିବା ଆଜି ଭୋରୁ ଉମା ଦେଖିଥିଲେ। ଏହି ସମୟରେ ସେ ବାଡି ପଛକୁ ଯାଇଥିଲେ। ତେବେ ସେଠାରେ ସେ ହାତୀ ହାବୁଡରେ ପଡି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର […]

kamakhyanagar

kamakhyanagar

Rakesh Mallick
  • Published: Wednesday, 16 August 2017
  • Updated: 16 August 2017, 09:32 AM IST

Sports

Latest News

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ କଙ୍କଡାସୋଡ଼ା ଗାଁରେ ଏକ ହାତୀ ଦଳି ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଅମିନ ଗଡ଼ନାୟକଙ୍କ ପତ୍ନୀ ଉମା ଗଡ଼ନାୟକ।

ହାତୀଟି ଘର ଭଙ୍ଗାଥିବା ଆଜି ଭୋରୁ ଉମା ଦେଖିଥିଲେ। ଏହି ସମୟରେ ସେ ବାଡି ପଛକୁ ଯାଇଥିଲେ। ତେବେ ସେଠାରେ ସେ ହାତୀ ହାବୁଡରେ ପଡି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତାଳଚେର ମଣ୍ଡାପାଳ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story