ଟିନ୍‌ ଏଜ୍‌ରେ ବିଗ୍‌ ମ୍ୟାନ୍‌: ୨୩୭ କେଜି ପିଲାର ହେଲା ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଦିଲ୍ଲୀର ମିହିର କୁମାର ଜୈନ୍। ବୟସ ମାତ୍ର ୧୪ ବର୍ଷ। ହେଲେ ‌ଓଜନ ଏତେ ଯେ, ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ। ମିହିରର ଓଜନ ହେଉଛି ୨୩୭ କିଲୋଗ୍ରାମ। ମିହିରକୁ ଦୁନିଆର ସବୁଠୁ ମୋଟା ପିଲା କୁହାଯାଉଛି । ବର୍ତ୍ତମାନ ତାଙ୍କର ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଗ୍ୟାସଟ୍ରିକ୍‌ ବାଇପାସ୍ ସର୍ଜରୀ ହୋଇଛି। ତେଣୁ ଏବେ ତାଙ୍କର ସ୍ୱାସ୍ଥାବସ୍ଥା ସୁଧିରିବାକୁ ଲାଗିଛି। ମିହିରକୁ ଯେତେବେଳେ ଚିକିତ୍ସା ପାଇଁ ଅଣାଯାଇଥିଲା, ତାଙ୍କର ସଫଳ ଚିକିତ୍ସା ନେଇ ଡାକ୍ତରମାନେ […]

boy

boy

Rakesh Mallick
  • Published: Tuesday, 03 July 2018
  • Updated: 03 July 2018, 03:11 PM IST

ନୂଆଦିଲ୍ଲୀ: ଦିଲ୍ଲୀର ମିହିର କୁମାର ଜୈନ୍। ବୟସ ମାତ୍ର ୧୪ ବର୍ଷ। ହେଲେ ‌ଓଜନ ଏତେ ଯେ, ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ। ମିହିରର ଓଜନ ହେଉଛି ୨୩୭ କିଲୋଗ୍ରାମ। ମିହିରକୁ ଦୁନିଆର ସବୁଠୁ ମୋଟା ପିଲା କୁହାଯାଉଛି । ବର୍ତ୍ତମାନ ତାଙ୍କର ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଗ୍ୟାସଟ୍ରିକ୍‌ ବାଇପାସ୍ ସର୍ଜରୀ ହୋଇଛି। ତେଣୁ ଏବେ ତାଙ୍କର ସ୍ୱାସ୍ଥାବସ୍ଥା ସୁଧିରିବାକୁ ଲାଗିଛି।

ମିହିରକୁ ଯେତେବେଳେ ଚିକିତ୍ସା ପାଇଁ ଅଣାଯାଇଥିଲା, ତାଙ୍କର ସଫଳ ଚିକିତ୍ସା ନେଇ ଡାକ୍ତରମାନେ କେବେ ଭାବି ନ ଥିଲେ। ସର୍ଜରୀ ପରେ ମିହିରର ଓଜନ କମି ୧୭୨ କି.ଗ୍ରା ହୋଇଛି। ଫଳରେ ଅନେକ ବର୍ଷ ପରେ ସେ କାହା ସାହାଯ୍ୟରେ ଚାଲିବୁଲି ପାରୁଛନ୍ତି।

ମିହିର ଯେତେବେଳେ ଜନ୍ମ ହୋଇଥିଲେ ତାଙ୍କର ଓଜନ ୨.୫ କିଲୋ ଥିଲା। କିନ୍ତୁ ଧିରେ ଧିରେ ତାର ଓଜନ ବଢ଼ିବାକୁ ଲାଗିଲା। ମିହିରଙ୍କ ମାଆ ପୂଜା ଜୈନ କହିଛନ୍ତି, "ଆମ ପରିବାରରରେ ଅଧିକାଂଶ ଲୋକ ମୋଟା ତେଣୁ ଆମେ ସେଥିପ୍ରତି ଏତେ ଗୁରୁତ୍ୱ ଦେଲୁନାହିଁ। ମିହିର ପିଲାବେଳେ ଜଣେ ସାମାନ୍ୟ ପିଲା ଭଳି ଥିଲା । ହେଲେ କୋଲଡ୍ରିଙ୍କ୍ସ ଓ ଜଙ୍କ ଫୁଡ୍‌ ଖାଇଖାଇ ସେ ଫୁଲିବାକୁ ଲାଇଲେ।

୫ ବର୍ଷ ବୟସରେ ତାଙ୍କର ଓଜନ ୮୭ କିଲୋ ଥିଲା। ଏମିତି ସମୟ ଆସିଲା  ଯେତେବେଳେ ମିହିର ଆଉ ଚଲାବୁଲା କରିପାରିଲେ ନାହିଁ। ଦ୍ୱିତୀୟ ଶ୍ରେଣୀ ପରେ ମିହିର ସ୍କୁଲ ଯିବା ବନ୍ଦ କରିଦେଇଥିଲେ। ମୋତେ ତାଙ୍କୁ ଘରେ ହିଁ ପଢ଼ାଇବେକୁ ପଡ଼ିଲା। ତା'ର ସବୁ ସାଙ୍ଗମାନେ ତା'ଠୁ ଦୂରେଇଗଲେ। ମିହିର ସବୁବେଳେ ଘରେ ଗୋଟିଏ ଜାଗାରେ ବସିରହୁଥିଲା।  ନଚେତ ଶୋଇ ରହୁଥିଲା। ସେ ଅନ୍ୟ ପିଲାଙ୍କ ପରି ବାହାରେ ଖେଳିବାକୁ ଚାହୁଁଥିଲା । କିନ୍ତୁ ଚାଲି ନ ପାରିବାରୁ ସେ ବହୁତ ମନଦୁଃଖ କରୁଥିଲା।"

ମିହିର ଏତେ ମୋଟା ହୋଇଯାଇଥିଲା ଯେ ବହୁତ କଷ୍ଟରେ ଠିଆ ହେଉଥିଲା । ତାକୁ ଓଜନ କରିବା ପରେ ଜଣାପଡ଼ିଲା ଯେ ମିହିର ୨୩୭ କିଲୋର ହୋଇଗଲେଣି। ତାଙ୍କର ମନପସନ୍ଦର ଖାଦ୍ୟ ହେଉଛି ପିଜା ଓ ପାସ୍ତା। ମିହିର ଏକ ଶାକାହାରୀ ପରିବାରର ପିଲା। ହେଲେ ଖାଦ୍ୟରେ ଛଣା ଜିନିଷ, ମିଠା ଓ ଆଇସ୍କ୍ରିମ୍‌ ଅତ୍ୟଧିକ ଖାଇ ଖାଇ ସେ ମୋଟା ହୋଇଗଲା।

ମିହିରର ବାଇପାସ ସର୍ଜରୀ ଏପ୍ରିଲରେ ହୋଇଥିଲା। ଏହା ପରେ ସେ କେବଳ ସୁପ୍‌ ଓ ସମ୍ପୂର୍ଣ୍ଣ ହାଲୁକା ଖାଦ୍ୟ ଖାଉଛନ୍ତି।  ଫାଷ୍ଟଫୁଡ୍‌ ଓ ମିଠାରୁ ସେ ଦୂରେଇ ରହୁଛନ୍ତି।। ଏବେ ସେ ନିଜ କାମ ନିଜେ କରିପାରୁଛନ୍ତି ବୋଲି ବହୁତ ଖୁସି ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story