ମେସେଜ୍‌ ଡିଲିଟ୍‌ ହୋଇଗଲା କି? ଚିନ୍ତା କରନ୍ତୁନି ରିକଭରି ପାଇଁ ହ୍ୱାଟସ୍‌ଆପ୍‌ ଆଣୁଛି ନୂଆ ଫିଚର  

ହ୍ୱାଟସ୍‌ଆପ୍‌ରୁ ବାଉଳାରେ ଯଦି କୌଣସି ଦରକାରି ମେସେଜ୍‌ ଡିଲିଟ୍‌ ହୋଇଯାଏ ତା ହେଲେ କଥା ସରିଲା। ଭାବିଲେ ଦେଖି ଅଫିସିଆଲ ଗ୍ରୁପ୍‌ରେ ହେଉ କିମ୍ବା କୌଣସି ଆବଶ୍ୟକୀୟ ଇନ୍‌ଫରମେସନ୍‌ ସମ୍ବଳିତ ମେସେଜ୍‌ ଯଦି ଭୁଲ୍‌ରେ ଆପଣଙ୍କ ଆକାଉଣ୍ଟରୁ ଡିଲିଟ୍‌ ହୋଇଗଲା ତା ହେଲେ କେମିତି ସେହି ମେସେଜ୍‌ ଫେରି ପାଇବେ ତାକୁ ନେଇ ଆପଣଙ୍କ ଚିନ୍ତା ବଢିଯାଏ। ହେଲେ ଏଭଳି ସ୍ଥିତିରେ ଆପଣଙ୍କ ଫୋନ୍‌ରୁ ଏହାକୁ ରିକଭରି କରିବା ସହଜ ହୋଇ ନ ଥାଏ। ହୋଇ ନ […]

wp img

wp img

Rakesh Mallick
  • Published: Friday, 09 February 2018
  • Updated: 09 February 2018, 05:47 PM IST

Sports

Latest News

ହ୍ୱାଟସ୍‌ଆପ୍‌ରୁ ବାଉଳାରେ ଯଦି କୌଣସି ଦରକାରି ମେସେଜ୍‌ ଡିଲିଟ୍‌ ହୋଇଯାଏ ତା ହେଲେ କଥା ସରିଲା। ଭାବିଲେ ଦେଖି ଅଫିସିଆଲ ଗ୍ରୁପ୍‌ରେ ହେଉ କିମ୍ବା କୌଣସି ଆବଶ୍ୟକୀୟ ଇନ୍‌ଫରମେସନ୍‌ ସମ୍ବଳିତ ମେସେଜ୍‌ ଯଦି ଭୁଲ୍‌ରେ ଆପଣଙ୍କ ଆକାଉଣ୍ଟରୁ ଡିଲିଟ୍‌ ହୋଇଗଲା ତା ହେଲେ କେମିତି ସେହି ମେସେଜ୍‌ ଫେରି ପାଇବେ ତାକୁ ନେଇ ଆପଣଙ୍କ ଚିନ୍ତା ବଢିଯାଏ। ହେଲେ ଏଭଳି ସ୍ଥିତିରେ ଆପଣଙ୍କ ଫୋନ୍‌ରୁ ଏହାକୁ ରିକଭରି କରିବା ସହଜ ହୋଇ ନ ଥାଏ। ହୋଇ ନ ଥାଏ କ’ଣ ଏମିତି କରିବାକୁ କୌଣସି ଅପ୍ସନ୍‌ ହିଁ ନ ଥାଏ।

ହେଲେ ଏବେ ଆଉ ଚିନ୍ତା ନାହିଁ। ଜାଣିଛନ୍ତି ହ୍ୱାଟସ୍‌ଆପ୍‌ ଏକ ନୂଆ ଫିଚର ଲଞ୍ଚ କରିଛି। ଯେଉଁଥିରେ ଆପଣ ଚାହିଁଲେ ଡିଲିଟ୍‌ ହୋଇଯାଇଥିବା ମେସେଜ୍‌ ପୁଣି ପଢିପାରିବେ।

ଏବେ ଆସନ୍ତୁ ଜାଣିବା ସେହି ଡିଲିଟେଡ୍‌ ମେସେଜ୍‌କୁ ପୁଣିଥରେ କେମିତି ପଢିହେବ। ଏଥିପାଇଁ ଆପଣଙ୍କୁ ପ୍ଲେଷ୍ଟୋରକୁ ଯାଇ 'ନୋଟିଫିକେସନ୍ ହିଷ୍ଟ୍ରି' ଆପ୍‌ ଡାଉନ୍‌ଲୋଡ କରିବାକୁ ପଡିବ। ଏହି ଆପ୍‌କୁ ଇନ୍‌ଷ୍ଟଲ୍ କରିବା ପରେ ହ୍ୱାଟସ୍‌ଆପ୍‌କୁ ଯେଉଁସବୁ ମେସେଜ୍‌ ଆସିବ ସେସବୁ ମେସେଜ୍‌ ନୋଟିଫିକେସନ୍‌ ହିଷ୍ଟ୍ରି ଆପକୁ ମଧ୍ୟ ଆପେ ଚାଲି ଆସିବ। ଆଉ ଯଦି ମେସେଜ୍‌ ଡିଲିଟ୍ ହୋଇଯାଏ ତା ହେଲେ ଏହି ଆପ୍‌ ଜରିଆରେ  ହ୍ୱାଟସ୍‌ଆପ୍‌ରେ ଆପଣ ପୁଣି ପଢିପାରିବେ ସେହି ମେସେଜ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story