ଝଡ଼ବର୍ଷା ପାଇଁ ଓଡ଼ିଶା ସମେତ ୧୩ଟି ରାଜ୍ୟକୁ ସତର୍କ ନିର୍ଦ୍ଦେଶ, ସ୍କୁଲ୍‌ ଛୁଟି ଘୋଷଣା କଲା ଏହି ରାଜ୍ୟ

ଭାରତର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ଦୁଇ ଦିନ ଦିନ ଧରି ବର୍ଷା ଓ ଝଡ଼ ତୋଫାନ ହେବାର ଆଶଙ୍କା ଅଛି। ସତର୍କ ଜାରି କରିଥିବା ରାଜ୍ୟ ମଧ୍ୟରେ ରହିଛି, ଉତ୍ତର ପ୍ରଦେଶ, ବିହାର, ୱେଷ୍ଟ ବେଙ୍ଗଲ, ସିକମ୍‌, ଓଡ଼ିଶା, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କର୍ଣ୍ଣାଟକ  ଓ କେରଳ। ସେହିପରି ଦିଲ୍ଲୀ,ଏନସିଆର ଓ ପଶ୍ଚିମ ଉତ୍ତରପ୍ରଦେଶରେ ତିନି […]

_dc537752-4e96-11e8-a9dc-143d85bacf22

_dc537752-4e96-11e8-a9dc-143d85bacf22

Rakesh Mallick
  • Published: Monday, 07 May 2018
  • Updated: 07 May 2018, 08:50 AM IST

ଭାରତର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ଦୁଇ ଦିନ ଦିନ ଧରି ବର୍ଷା ଓ ଝଡ଼ ତୋଫାନ ହେବାର ଆଶଙ୍କା ଅଛି। ସତର୍କ ଜାରି କରିଥିବା ରାଜ୍ୟ ମଧ୍ୟରେ ରହିଛି, ଉତ୍ତର ପ୍ରଦେଶ, ବିହାର, ୱେଷ୍ଟ ବେଙ୍ଗଲ, ସିକମ୍‌, ଓଡ଼ିଶା, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କର୍ଣ୍ଣାଟକ  ଓ କେରଳ।

ସେହିପରି ଦିଲ୍ଲୀ,ଏନସିଆର ଓ ପଶ୍ଚିମ ଉତ୍ତରପ୍ରଦେଶରେ ତିନି ଦିନ ଧରି ବର୍ଷା ସହ ଘଡଘଡି ହୋଇପାରେ ବୋଲି ଜାତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଦିଲ୍ଲୀ, ଗ୍ରେଟର ନୋଏଡା, ଫରିଦାବାଦ, ବଳ୍ଲଭଗଡରେ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ଉତ୍ତରପ୍ରଦେଶର ମିରଟ, ମୁଜାଫରନଗର, ବିଜନୋର ଅଂଚଳରେ ବର୍ଷା ସହ ଘଡଘଡି ହେବାର ଆଶଙ୍କା ରହିଛି। ଏଥିଯୋଗୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଅନ୍ୟପଟରେ ହରିଆଣାର ସମସ୍ତ ସୁଲ୍‌କୁ ଛୁଟି ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story