ଫୁଟ୍‌ପାଥରୁ ଡ୍ରେସ୍‌ କିଣି ପିନ୍ଧନ୍ତି ଏହି ସେଲିବ୍ରେଟି...

ବଲିଉଡ ଅଭିନେତା ଓ ଅଭିନେତ୍ରୀମାନଙ୍କ ଷ୍ଟାଇଲ ସାଧାରଣ ଲୋକଙ୍କଠାରୁ ପୂରା ନିଆରା। ଫ୍ୟାନ୍‌ମାନେ ତାଙ୍କର ଡ୍ରେସିଂ ସେନ୍ସ ଓ ଷ୍ଟାଇଲକୁ ଫଲୋ କରନ୍ତି। ଆଉ ଭାବନ୍ତି ହୁଏତ ଏହି ଦାମୀ ସେଲିବ୍ରେଟିମାନେ ସବୁବେଳେ ଦାମୀ ପୋଷାକ ପିନ୍ଧୁଥିବେ। ଆପଣବି ହୁଏତ ଏମିତି ଭାବୁଥିବେ। ବାସ୍ତବରେ ଏହି କଥା ସତ ନୁହେଁ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି କେତେକ  ବଲିଉଡ୍ ଅଭିନେତା ଅଛନ୍ତି ଯେଉଁମାନେ ନିଜ ଡ୍ରେସ ଫୁଟପାଥରୁ କିଣିଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି ବଲିଉଡ୍ ଷ୍ଟାରଙ୍କ […]

sel

sel

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 07:37 PM IST

Sports

Latest News

ବଲିଉଡ ଅଭିନେତା ଓ ଅଭିନେତ୍ରୀମାନଙ୍କ ଷ୍ଟାଇଲ ସାଧାରଣ ଲୋକଙ୍କଠାରୁ ପୂରା ନିଆରା। ଫ୍ୟାନ୍‌ମାନେ ତାଙ୍କର ଡ୍ରେସିଂ ସେନ୍ସ ଓ ଷ୍ଟାଇଲକୁ ଫଲୋ କରନ୍ତି। ଆଉ ଭାବନ୍ତି ହୁଏତ ଏହି ଦାମୀ ସେଲିବ୍ରେଟିମାନେ ସବୁବେଳେ ଦାମୀ ପୋଷାକ ପିନ୍ଧୁଥିବେ। ଆପଣବି ହୁଏତ ଏମିତି ଭାବୁଥିବେ। ବାସ୍ତବରେ ଏହି କଥା ସତ ନୁହେଁ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି କେତେକ  ବଲିଉଡ୍ ଅଭିନେତା ଅଛନ୍ତି ଯେଉଁମାନେ ନିଜ ଡ୍ରେସ ଫୁଟପାଥରୁ କିଣିଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି ବଲିଉଡ୍ ଷ୍ଟାରଙ୍କ ସମ୍ପର୍କରେ।

ଅକ୍ଷୟ କୁମାର ;ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ କିଏ ବା ନ ଜାଣେ। ଫିଲ୍ମ ହିଟ୍ କରିବା ପାଇଁ ସେ ଯେମିତି ଜଣାଶୁଣା, ସେପରି ନିଜ ଷ୍ଟାଇଲ ପାଇଁ ଫ୍ୟାନ୍‌ ତାଙ୍କ ଦିୱାନା। ଅକ୍ଷୟ ନିଜର ଡ୍ରେସ  ଫୁଟପାଥ୍‌ ବା ଛୋଟ ସପିଂ ମଲ୍‌ରୁ ହିଁ କିଣିଥାନ୍ତି। ଅକ୍ଷୟ ଅଧିକ ଦାମୀ ପୋଷାକ ପିନ୍ଧିବା ପାଇଁ ପସନ୍ଦ କରନ୍ତି ନାହିଁ।

ଇମରାନ ହାସ୍‌ମି; ଗୀତ ଗାଇ ସମସ୍ତଙ୍କ ମନକୁ ଚୋରାଉଥିବା  ଇମରାନ ହାସ୍‌ମି  ଦାମିକା  ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ସେ ନିଜ ପାଇଁ କମ୍‌ ଟଙ୍କାରେ ପୋଷାକ କିଣି ପିନ୍ଧିବାକୁ ଭଲ ପାଆନ୍ତି।

ସନି ଦେୱଲ; ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ବଲିଉଡ୍‌ ଅଭିନେତା  ସନି ଦେୱଲ ନିଜର ଟଙ୍କାକୁ ଦାମୀ ଡ୍ରେସ କିଣିବାରେ ନଷ୍ଟ କରନ୍ତି ନାହିଁ।  ସନି ଦାମୀ ପୋଷାକ କିଣିବା ପରିବର୍ତ୍ତେ କମ୍ ଦାମରେ ପୋଷାକ କିଣି ପିନ୍ଧିଥାନ୍ତି।

ରାଜକୁମାର ରାଓ; ଅଭିନେତା ରାଜକୁମାର ରାଓ କହିଥାନ୍ତି,ଡ୍ରେସଟି ମନ ପସନ୍ଦ ହେବା ଦରକାର।  ଦାମୀ ପୋଷାକ କିଣି ଅଧିକ ଟଙ୍କା ଖର୍ଚ୍ଚ କରିବାର କୌଣସି ମାନେ ନ ଥାଏ। ରାଜକୁମାର ନିଜେ କମ୍‌ ଦାମରେ ପୋଷାକ କିଣିବାକୁ ପସନ୍ଦ କରନ୍ତି।

ସୁଶାନ୍ତ ସିଂ ରାଜପୁତ; ନିଜର ଅଭିନୟରେ ଫ୍ୟାନମାନଙ୍କ ମନ କିଣୁଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତ ନିଜ ପୋଷାକ କିଣାରେ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ। ସେ ନିଜର ପୋଷାକ କମ୍‌ ଦାମରେ କିଣି ପନ୍ଧିବାକୁ ଭଲ ପାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story