୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କ ଦୁଷ୍କର୍ମକାରୀଙ୍କୁ ଫାଶୀ

ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମକାରୀଙ୍କୁ ଏଣିକି ମୃତ୍ୟୁଦଣ୍ଡ ମିଳିବ। ଏ ନେଇ ଆଜି ‘ଦ କ୍ରିମିନାଲ୍‌ ‘ଲ’ ଆମେଣ୍ଡମେଣ୍ଟ୍‌ ବିଲ୍‌ ୨୦୧୮ ସଂସଦରେ ପାରିତ ହୋଇଛି। ଏହି ବିଲ୍‌ ଅନୁସାରେ ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ଦୁଷ୍କର୍ମ କଲେ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯିବ। ଏବେ ଏହି ବିଲ୍‌ଟି ରାଷ୍ଟ୍ରପିତଙ୍କ ମଞ୍ଜୁରୀ ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ବିଲ୍‌ଟି ଆଇନ୍‌ରେ ପରିଣତ ହେବ। ତେବେ ଚଳିତ ବର୍ଷ ଜୁଲାଇ ୩୦ ତାରିଖରେ ଏହି ବିଲ୍‌ଟି ଲୋକସଭାରେ ପାରିତ […]

_de0b78a8-2851-11e8-a8dd-98cd3615fcfa

_de0b78a8-2851-11e8-a8dd-98cd3615fcfa

Ordigital Desk
  • Published: Monday, 06 August 2018
  • Updated: 06 August 2018, 10:19 PM IST

Sports

Latest News

ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମକାରୀଙ୍କୁ ଏଣିକି ମୃତ୍ୟୁଦଣ୍ଡ ମିଳିବ। ଏ ନେଇ ଆଜି ‘ଦ କ୍ରିମିନାଲ୍‌ ‘ଲ’ ଆମେଣ୍ଡମେଣ୍ଟ୍‌ ବିଲ୍‌ ୨୦୧୮ ସଂସଦରେ ପାରିତ ହୋଇଛି। ଏହି ବିଲ୍‌ ଅନୁସାରେ ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ଦୁଷ୍କର୍ମ କଲେ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯିବ। ଏବେ ଏହି ବିଲ୍‌ଟି ରାଷ୍ଟ୍ରପିତଙ୍କ ମଞ୍ଜୁରୀ ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ବିଲ୍‌ଟି ଆଇନ୍‌ରେ ପରିଣତ ହେବ।

ତେବେ ଚଳିତ ବର୍ଷ ଜୁଲାଇ ୩୦ ତାରିଖରେ ଏହି ବିଲ୍‌ଟି ଲୋକସଭାରେ ପାରିତ ହୋଇଥିଲା। ଏବଂ ଏହା ବାଚନିକ(ଭଏସ୍‌) ଭୋଟ୍‌ ମାଧ୍ୟମରେ ରାଜ୍ୟସଭାରେ ଅନୁମୋଦନ କରାଯାଇଥିଲା। ତେବେ ଆଜି କ୍ୟାବିନେଟ୍‌ ଏଥିରେ ମୋହର ମାରିଛି। ଏହି ବିଲ୍‌ଟି ଦେଶରେ ଶିଶୁମାନଙ୍କୁ ସୁରକ୍ଷା ଦେଇପାରିବ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos