ଚତୁର୍ଥ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ମୁମ୍ବାଇ: ଆଜିଠାରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଚତୁର୍ଥ ଟେଷ୍ଟ ମ୍ୟାଚ୍‌। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି। ଭାରତୀୟ ଟିମ୍‌ରେ ଗୋଟିଏ ପରିବର୍ତ୍ତନ ହୋଇଛି। ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ମନୀଷ ପାଣ୍ଡେ ସ୍ଥାନ ପାଇଛନ୍ତି। ଆଘାତ ଜନିତ କାରଣରୁ ରାହାଣେଙ୍କୁ ବାଦ୍ ଦିଆଯାଇଛି। ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ ଡ୍ର’ ହୋଇଥିବା ବେଳେ ଦ୍ୱିତୀୟ ଓ […]

cricket

cricket

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 06:10 PM IST

Sports

Latest News

ମୁମ୍ବାଇ: ଆଜିଠାରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଚତୁର୍ଥ ଟେଷ୍ଟ ମ୍ୟାଚ୍‌। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି।

ଭାରତୀୟ ଟିମ୍‌ରେ ଗୋଟିଏ ପରିବର୍ତ୍ତନ ହୋଇଛି। ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ମନୀଷ ପାଣ୍ଡେ ସ୍ଥାନ ପାଇଛନ୍ତି। ଆଘାତ ଜନିତ କାରଣରୁ ରାହାଣେଙ୍କୁ ବାଦ୍ ଦିଆଯାଇଛି।

୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ୍ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ ଡ୍ର’ ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ଭାରତ ବାଜି ମାରି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story