ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଭାରତ

sikhar

କଲୋମ୍ବୋ: ଆଜିଠୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। କଲୋମ୍ବୋରେ ଏହି ମ୍ୟାଚ୍ ଖେଳା ଯାଉଛି। ଭାରତ ଟସ୍ ଜିତି ବ୍ୟାଟିଂ କରୁଛି।

ଆଜି ଅଭିନବ ମୁକୁନ୍ଦଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ କେ.ଏଲ୍‌ ରାହୁଲ ଖେଳୁଛନ୍ତି।

ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା।

Previous ArticleNext Article