ଲେଖାଶ୍ରୀ ଆଣିଲେ ଅଭିଯୋଗ: ଦୁଷ୍କର୍ମ ପୀଡ଼ିତାଙ୍କୁ ଗାଡ଼ି ଚଢ଼େଇ ଦେବାକୁ ମିଳୁଛି ଧମକ

ଭୁବନେଶ୍ୱର(ଦେବଦତ୍ତ ରଥ):ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗାଡ଼ି ଚଢ଼େଇ ଦେବାକୁ ଧମକ ଦିଆଯାଇଛି। ଏମିତି ଏକ ଅଭିଯୋଗ ଆଣିଛି ବିଜେପି । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ। ଜଣେ ଦଳିତ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି। କିନ୍ତୁ ପୋଲିସ ଅପରାଧୀଙ୍କୁ ଧରିବା ବଦଳରେ ଓଲଟି କଥା ଚପାଇ ଦେବାକୁ ପଇସା ଯାଚିଛି। ମୁହଁ ବନ୍ଦ ରଖିବାକୁ  ଧମକ ଦେଇଛି। ମୁହଁ ଖୋଲିଲେ ଗାଡି ଚଢ଼େଇ ଦେବାକୁ ଧମକ ମଧ୍ୟ ଦେଇଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ଅଭିଯୋଗ […]

lekha

lekha

Rakesh Mallick
  • Published: Friday, 18 May 2018
  • Updated: 18 May 2018, 02:25 AM IST

Sports

Latest News

ଭୁବନେଶ୍ୱର(ଦେବଦତ୍ତ ରଥ):ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗାଡ଼ି ଚଢ଼େଇ ଦେବାକୁ ଧମକ ଦିଆଯାଇଛି। ଏମିତି ଏକ ଅଭିଯୋଗ ଆଣିଛି ବିଜେପି । ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ। ଜଣେ ଦଳିତ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି। କିନ୍ତୁ ପୋଲିସ ଅପରାଧୀଙ୍କୁ ଧରିବା ବଦଳରେ ଓଲଟି କଥା ଚପାଇ ଦେବାକୁ ପଇସା ଯାଚିଛି। ମୁହଁ ବନ୍ଦ ରଖିବାକୁ  ଧମକ ଦେଇଛି।

ମୁହଁ ଖୋଲିଲେ ଗାଡି ଚଢ଼େଇ ଦେବାକୁ ଧମକ ମଧ୍ୟ ଦେଇଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ଅଭିଯୋଗ ଆଣିଛନ୍ତି। ଭଦ୍ରକ ଜିଲ୍ଲାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚାଲିଥିବା "ମହିଳା ସୁରକ୍ଷା ଯାତ୍ରା" ଅବସରରେ ଦୁଷ୍କର୍ମ ପୀଡ଼ିତା ଏବଂ ତାଙ୍କ ପରିବାର ଲେଖାଶ୍ରୀଙ୍କୁ ଭେଟି ଏପରି ଅଭିଯୋଗ କରିଛନ୍ତି ବୋଲି ଲେଖାଶ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos