ନବକଳେବର ପରେ ଆପେ ଆପେ ଫାଟିଯାଏ ଏହି ହନୁମାନଙ୍କ ମୁଖ !

ପୁରୀ: ପୁରୀଠାରୁ ମାତ୍ର ପ୍ରାୟ ୩୦ କିମି ଦୂରବରର୍ତ୍ତୀ ସିରୁଳୀ ଗ୍ରାମରେ ଅବସ୍ଥାପିତ ହୋଇଛନ୍ତି ମହାପ୍ରଭୁ ମହାବୀର। ଯାହାଙ୍କର ଗୋଟିଏ ନେତ୍ର ଲଙ୍କାକୁ ଓ ଅନ୍ୟଗୋଟିଏ ନେତ୍ର ଶ୍ରୀମନ୍ଦିର ଆଡକୁ ନିବଦ୍ଧ ହୋଇ ସର୍ବଦା ରହିଛି। କୁହାଯାଏ ଏହି ମହାବୀରଙ୍କ ସମ୍ପର୍କ ଶ୍ରୀମନ୍ଦିର ସହ ରହିଛି। ଆଉ ଏକ ଅଲୌକିକ କଥା ମଧ୍ୟ ଏହି ଠାକୁରଙ୍କ ସମ୍ପର୍କରେ ଶୁଣିବାକୁ ମିଳେ। ସେବାୟତମାନେ କୁହନ୍ତି “ପୁରୀରେ  ଶ୍ରୀ ଜୀଉମାନଙ୍କ ନବକଳେବର ସମୟରେ ଏହି ହନୁମାନଙ୍କ ମୁଖ ଆପେ ଆପେ […]

hanu

hanu

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 06:59 PM IST

Sports

Latest News

ପୁରୀ: ପୁରୀଠାରୁ ମାତ୍ର ପ୍ରାୟ ୩୦ କିମି ଦୂରବରର୍ତ୍ତୀ ସିରୁଳୀ ଗ୍ରାମରେ ଅବସ୍ଥାପିତ ହୋଇଛନ୍ତି ମହାପ୍ରଭୁ ମହାବୀର। ଯାହାଙ୍କର ଗୋଟିଏ ନେତ୍ର ଲଙ୍କାକୁ ଓ ଅନ୍ୟଗୋଟିଏ ନେତ୍ର ଶ୍ରୀମନ୍ଦିର ଆଡକୁ ନିବଦ୍ଧ ହୋଇ ସର୍ବଦା ରହିଛି। କୁହାଯାଏ ଏହି ମହାବୀରଙ୍କ ସମ୍ପର୍କ ଶ୍ରୀମନ୍ଦିର ସହ ରହିଛି। ଆଉ ଏକ ଅଲୌକିକ କଥା ମଧ୍ୟ ଏହି ଠାକୁରଙ୍କ ସମ୍ପର୍କରେ ଶୁଣିବାକୁ ମିଳେ। ସେବାୟତମାନେ କୁହନ୍ତି “ପୁରୀରେ  ଶ୍ରୀ ଜୀଉମାନଙ୍କ ନବକଳେବର ସମୟରେ ଏହି ହନୁମାନଙ୍କ ମୁଖ ଆପେ ଆପେ ବିକୃତ ହୋଇଯାଏ। କେତେକ ସେବକଙ୍କ ମତରେ ଶ୍ରୀ ଜଗନ୍ନାଥାଦି ଚତୁର୍ଦ୍ଧା ବିଗ୍ରହ ପାତାଳି ହେବା ପରେ ପରେ ସୀରୁଳୀ ମହାବୀରଙ୍କ ମୁଖରେ ଫାଟ ସୃଷ୍ଟି ହୁଏ । ବଡ ଭୟଙ୍କର ଦେଖାଯାଆନ୍ତି ମହାବୀର।”

କିଏ ଏହି ସିରୁଳୀ ମହାବୀର: ୧୦ ଫୁଟ ଉଚ୍ଚାତାର ଏହି ହନୁମାନଙ୍କ ପ୍ରତିମା ସ୍ୱୟମ୍ଭୁ ବା ସ୍ୱାତଃ ଭୂମିରୁ ପ୍ରକଟ ହୋଇଛନ୍ତି। ଶୀର ବା ମଥା ଅଗ୍ରରୁ ସୃଷ୍ଟି ହୋଇଥିବାରୁ ଏହି ଅଞ୍ଚଳର ନାଁ ସିରୁଳୀ ଓ ହନୁମାନଙ୍କ ନାଁ ସୀରୁଳୀ ମହାବୀର ବୋଲି କୁହାଯାଏ।

ଶ୍ରୀମନ୍ଦିରରୁ କେମିତ ଆସିଲେ ସିରୁଳୀ: ଏହି ଠାକୁରଙ୍କୁ ନେଇ ଭଲ କାହାଣିଟିଏ ଶୁଣିବାକୁ ମିଳେ। କୁହାଯାଏ, ଲଙ୍କା  ଯୁଦ୍ଧ ପରେ ମା’ ଙ୍କ କୋଳରେ ଶାନ୍ତିରେ ଶୟନ କରିବାକୁ ମନ ବଳାନ୍ତି ହନୁମାନ। ଶ୍ରୀକ୍ଷେତ୍ରରେ ଥିବା ମା’ ମହାଲକ୍ଷ୍ମୀଙ୍କ ମନ୍ଦିରରେ ହନୁମାନ ଜୀ ଶୟନ କରୁଥାନ୍ତି। ହେଲେ ନିଦ ପ୍ରବଳ ହେବାରୁ ସେ ଘୁଙ୍ଗୁଡି ମାରିବାକୁ ଲାଗନ୍ତି। ଯାହର ଶ୍ୱର କୌଣସି ଘଡଘଡିଠାରୁ କମ୍‌ ନୁହେଁ। ଫଳରେ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ହନୁମାନଙ୍କୁ ଅଢେଇ ପାଦ ପଛକୁ ଘୁଞ୍ଚି ଯିବାକୁ ନିର୍ଦ୍ଦେଶ ଦିଅନ୍ତି। ମା’ଙ୍କ ଆଦେଶ ପାଇଁ ହନୁମାନ ଅଢେଇ ପାଦ ପଛକୁ ଘୁଞ୍ଚନ୍ତି। ଆଉ ପାଦ ପଡେ ସିରୁଳୀରେ । ସେବେଠାରୁ ମହାବୀର ମନ୍ଦିର ଏଠାରେ ସ୍ଥାପିତ ହୋଇଛି ବୋଲି କୁହାଯାଏ। ଆଉ ମହାପ୍ରଭୁଙ୍କ ପରମ ଭକ୍ତ ହନୁମାନ ମହାପ୍ରଭୁଙ୍କ ପ୍ରସାଦକୁ ସର୍ବଦା ଅପେକ୍ଷା କରି ରହିଥାନ୍ତି। ଏଣୁ ଏହି ଠାକୁରଙ୍କୁ ଶ୍ରୀମନ୍ଦିରୁ ଉଲାଗି ହେବା ପରେ ମହାପ୍ରଭୁଙ୍କ ଅଧରମାଳ, ନାକୁଆସି, କରପଲ୍ଲବ ଆଦି ସହ ମହାପ୍ରସାଦ ଆସିବାର ପ୍ରଥା ରହିଛି।

ମୂର୍ତ୍ତିତତ୍ୱ: ସୀରୁଳୀ ମହାବୀରଙ୍କ ମୂତ୍ତି କମନୀୟ ନ ହେଲେ ମଧ୍ୟ ବିଶାଳ ଓ ଆକର୍ଷଣୀୟ। ଏହି ମୂର୍ତ୍ତି ଦ୍ୱିଭୂଜ ବିଶିଷ୍ଟ। ମୂର୍ତ୍ତିଙ୍କ ଦୁଇଟି ଚକ୍ଷୁ ଗର୍ତ୍ତ ଭଳି ରହିଛି। ଏହି ଚକ୍ଷୁ ସାମ୍ନାରେ ଏକ ଝରକା ରହିଛି। କୁହାଯାଏ, ଏହି ଝରକା ଦେଇ ମହାବୀର ହନୁମାନ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି। ଏହାଙ୍କର ଗୋଟିଏ ଜଙ୍ଘରେ ମା ସୀତାଙ୍କ ମୁଦ୍ରିକା ଓ ଅନ୍ୟ ଜଙ୍ଘରେ ମା’ଙ୍କ ମଥାମଣି ଅଙ୍କିତ ହୋଇଛି। ଏହି ମୂର୍ତ୍ତି ସାରା ବିଶ୍ୱରେ ବିରଳ। କାରଣ ଏହାଙ୍କ ପାର୍ଶ୍ୱରେ ମାତା ଅଞ୍ଜନା ପୂଜିତ ହେଉଛନ୍ତି। ହନୁମାନଙ୍କ ପାର୍ଶ୍ୱଦେବତା ଭାବେ ପବନ, ନନ୍ଦକ ଓ କେଶର ନାମରେ ୩ଟି ଶିବଲିଙ୍ଗ ପୂଜା ପାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story