ଟ୍ରିପଲ ତଲାକ୍‌ : ଏଇ ମହିଳାମାନେ ଆରମ୍ଭ କରିଥିଲେ ଯୁଦ୍ଧ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ବିବାଦ ଘେରରେ ଥିବା ଟ୍ରିପଲ ତଲାକ ଉପରେ ଆଜି ଗୁରୁତୂପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ତିନ୍‌ ତଲାକ ପ୍ରଥା ଉପରେ ସୁପ୍ରିକୋର୍ଟ ରୋକ୍‌ ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ବ୍ୟବସ୍ଥା ଅସାମ୍ବିଧାନିକ । ଏହା ସମ୍ବିଧାନର ଧାରା ୧୪ରେ ଥିବା ସମାନତା ଅଧିକାରକୁ ଉଲ୍ଲଂଘନ କରୁଛି। ଟ୍ରିପଲ ତଲାକ୍‌କୁ ୬ ମାସ ପାଇଁ ସ୍ଥଗିତ ରଖିଛନ୍ତି କୋର୍ଟ । ଏହି ୬ ମାସ ମଧ୍ୟରେ ଏ ସମ୍ବନ୍ଧୀୟ ଏକ ନୂତନ […]

talaq-1

talaq-1

Rakesh Mallick
  • Published: Tuesday, 22 August 2017
  • Updated: 22 August 2017, 09:27 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ବିବାଦ ଘେରରେ ଥିବା ଟ୍ରିପଲ ତଲାକ ଉପରେ ଆଜି ଗୁରୁତୂପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ତିନ୍‌ ତଲାକ ପ୍ରଥା ଉପରେ ସୁପ୍ରିକୋର୍ଟ ରୋକ୍‌ ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ବ୍ୟବସ୍ଥା ଅସାମ୍ବିଧାନିକ । ଏହା ସମ୍ବିଧାନର ଧାରା ୧୪ରେ ଥିବା ସମାନତା ଅଧିକାରକୁ ଉଲ୍ଲଂଘନ କରୁଛି।
ଟ୍ରିପଲ ତଲାକ୍‌କୁ ୬ ମାସ ପାଇଁ ସ୍ଥଗିତ ରଖିଛନ୍ତି କୋର୍ଟ । ଏହି ୬ ମାସ ମଧ୍ୟରେ ଏ ସମ୍ବନ୍ଧୀୟ ଏକ ନୂତନ ଆଇନ୍‌ ପ୍ରସ୍ତୁତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୬ ମାସ ପରେ ଯଦି ସରକାର କୌଣସି ଆଣି ନ ପାରନ୍ତି ତଥାପି ଏହି ସ୍ଥଗିତାଦେଶ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି । ତେବେ ହଜାର ବର୍ଷର ଏହି ପରମ୍ପରାର ଆଜି ଅନ୍ତ ଘଟିଥିବା ବେଳେ ଏହି କୁତ୍ସତ ପ୍ରଥାକୁ ବିଲୋପ ପାଇଁ ଅନେକ ମହିଳା ସ୍ୱର ଉତ୍ତୋଳନ କରିଥିଲେ। ଆଉ ଆଇନଗତ ଲଢେଇରେ ସାମିଲ ହୋଇଥିଲେ। ଆସନ୍ତୁ ଜାଣିବା କେଉଁମାନେ ଏହି ବ୍ୟବସ୍ଥା ବିରୋଧରେ କାଠଗଡ଼ାକୁ ଯାଇଥିଲେ ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ କିଛି।

[caption id="attachment_159380" align="alignleft" width="317"]ସାଇରା ବାନୋ  ସାଇରା ବାନୋ[/caption]

ସାଇରା ବାନୋ 
ଉତ୍ତରାଖଣ୍ଡର କାଶିପୁର ବାସିନ୍ଦା ସାଇରା ବାନୋ ସୋସିଓଲୋଜିରେ ଏମେ ପାସ କରିଛନ୍ତି। ସାଇରାଙ୍କ ସ୍ୱାମୀ ରିଜୱାନ ଅହମଦଙ୍କ ସହତି ୧୫ ବର୍ଷ ଘରସଂସାର କରିସାରିବା ପାରେ ତାଙ୍କ ସ୍ୱାମୀ ତାଙ୍କୁ ଚିଠି ଲେଖି ତଲାକ ଦେଇଥିଲେ। ସାଇରା ତାଙ୍କ ବ।ପା ଘର ବୁଲି ଆସିଥିବା ବେଳେ ଅକ୍ଟୋବର ୧୫ ୨୦୧୫ରେ ତାଙ୍କ ସ୍ୱାମୀ ତାଙ୍କୁ ଚିଠିରେ ତିନିଥର ତଲାକ୍ ତଲାକ ତଲାକ ଲେଖି ଛାଡପତ୍ର ଦେଇଥିଲେ। ମାତ୍ର ଚିଠି ଖଣ୍ଡେରେ ସାଇରା ସ୍ୱାମୀ ପରିତ୍ୟକ୍ତା ହୋଇଯିବାରୁ ସେ ବାଧ୍ୟ ହୋଇ ତନି ତଲାକ,ହଲାଲ ଓ ବହୁବିବାହ ପ୍ରଥା ଭଳି କୁପ୍ରଥା ବିରୋଧରେ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଆଜି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ ସାଇରା ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହି ରାୟକୁ ଏକ ଐତିହାସିକ ରାୟ ବୋଲି କହିଛନ୍ତି ସେ।

[caption id="attachment_159381" align="alignright" width="370"]ଗୁଲସନ୍‌ ପରଭିନ ଗୁଲସନ୍‌ ପରଭିନ[/caption]

ଗୁଲସନ୍‌ ପରଭିନ 
ଉତ୍ତପ୍ରଦେଶ ରାମପୁରର ଗୁଲସନ ପରଭିନଙ୍କ ସ୍ୱାମୀ ୨୦୧୫ରେ ତାଙ୍କୁ ଏକ ଦଶଟଙ୍କିଆ ଷ୍ଟାମ୍ପ ପେପରରେ ତଲାକ୍‌ ଦେଇଥିଲେ। ତଲାକ ପାଇବା ପରେ ପରଭିନ ପ୍ରଥାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ କୋର୍ଟରେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀ ଯୌତୁକ ମାଗୁଛନ୍ତି । କିନ୍ତୁ ଯୌତୁକ ନ ଦେବାରୁ ପରଭିନ ବାପଘରେ ଥିବା ବେଳେ ତାଙ୍କ ସ୍ୱାମୀ ଏକ ଷ୍ଟାମ୍ପ ପେପରରେ ତଲାକ ଲେଖି ପଠାଇଦେଇଥିଲେ। ଇଂଲିସରେ ପିଜି କରିଥିବା ଗୁଲସନ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ତାଙ୍କ ସ୍ୱାମୀଙ୍କୁ ଗିରଫ ଗିରଫ କରାଯାଇଥିଲା।
ଅଫ୍ରିନ ରେହେମାନ

[caption id="attachment_159382" align="alignleft" width="316"]ଆଫ୍ରିନ୍‌ ହେମାନ ଆଫ୍ରିନ୍‌ ହେମାନ[/caption]

ଆଫ୍ରିନ୍‌ ହେମାନ

ମେଟ୍ରିମୋନିଆଲ ପୋର୍ଟାଲରେ ମାଧ୍ୟମରେ ଯୋଗାଯୋଗ କରି ୨୦୧୪ ରେ ବିବାହ କରିଥିଲେ। ମାତ୍ର ମାସ କେଇଟା ପରେ ତାଙ୍କ ଶ୍ୱଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଇଥିଲେ। ପରେ ଆଫ୍ରିନ ତାଙ୍କ ବାପା ଘରକୁ ଚାଲିଆସିଥିଲେ । ଏହି ସମୟରେ ତାଙ୍କ ସ୍ୱାମୀ ସ୍ପିଡ ପୋଷ୍ଟରେ ମାଧ୍ୟମ ଚିଠି ଲେଖି ତଲାକ ଦେଇଥିଲେ। ପରେ ସେ କୋର୍ଟରେ ଆଶ୍ରୟ ନେଇଥିଲେ। ଆଜି ସୁପ୍ରିମକୋର୍ଟ ତିନି ତଲାକକୁ ରଦ୍ଦ କରିବା ପରେ ଅଫ୍ରିନ ନିଜର ଖୁସି ଜାହିର କରିଛନ୍ତି।

ଅତିୟା ସାବରି: ଉତ୍ତରପ୍ରଦେଶ ସାହାନପୁରର ଅତିୟା ସାବରିଙ୍କ ବିବାହ ୨୦୧୨ରେ ୱାଜିଦ ଅଲିଙ୍କ ସହିତ ହୋଇଥିଲା । ମାତ୍ର ତିନି ବର୍ଷ ପରେ ୨୦୧୫ରେ ୱାଜିଦ୍ ଖଣ୍ଡେ ପେପରେ ତଲାକ ଲେଖି ଅତିୟାଙ୍କ ଭାଇଙ୍କ ଅଫିସଓକୁ ପଠାଇ ଦେଇଥିଲେ। ଏହା ବିରୋଧରେ ଅତିୟା ସୁପ୍ରିମକୋର୍ଟରେ ଅଭିଯୋଗ ଦାଖଲ କରିଥିଲେ।

ଭାରତୀୟ ମୁସଲିମ ମହିଳା ଆନ୍ଦୋଳନ
ଦେଶରେ ବଢୁଥିବା ତିନି ତଲାକ ଘଟଣା ବିଷୟରେ ଜାଣିବା ପାଇଁ ସୁପ୍ରିମକୋର୍ଟ ଭାରତୀୟ ‘ମୁସଲିମ ମହିଳା ଆନ୍ଦୋଳନ’ ନାମକ ଏକ ଏକ ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ ସର୍ଭେ ରିପୋର୍ଟରୁ ଜଣାପିଡାଲା ଯେ, ୯୦ ପ୍ରତିଶତ ମୁସଲିମ ମହିଳା ତଲାକକୁ ବିରୋଧ କରୁଛନ୍ତି। ଆଜି ସୁପ୍ରିମ କୋର୍ଟ ନିଷ୍ପତ୍ତି ଏହି ଟିମ୍ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story