ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ଭାଷଣ ଜରିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।
ଗୁଗଲରେ ପାର୍ଟ ଟାଇମ୍ ଚାକିରି ଖୋଜିବା ମହଙ୍ଗା ପଡ଼ିଲା। ଭଲ ଦରମା ଆଶାରେ ବିଭିନ୍ନ ଲିଙ୍କରେ କ୍ଲିକ୍ କରୁ କରୁ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ଯୁବକ ।
ଗତକାଲି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ବି ସମାନ ଅବସ୍ଥା।
କାହାକୁ ଚାକିରିର ପ୍ରଲୋଭନ ତ କାହାକୁ ମଦ ବାର୍, ଗ୍ୟାସ୍ ଡିଲରସିପ୍, ଛତୁଆ ଏଜେନ୍ସି, ପେଟ୍ରୋଲ ପମ୍ପ କରାଇ ଦେବାର ପ୍ରତିଶ୍ରୁତି। ଗତ ୫ ବର୍ଷ ଧରି ଏପରି ପ୍ରତିଶ୍ରୁତି ଦେଇ ବ୍ୟକ୍ତିଜଣକ ଲୁଟି ...
ପିଲାଙ୍କୁ ନୈତିକତା ଶିଖାଇବା ବଦଳରେ ନିଜେ ନୈତିକତା ଭୁଲିଗଲେ । ସବୁବେଳେ ଅନ୍ୟ ଅର୍ଥ ହଡ଼ପ କରିବାକୁ ଲାଗିଲେ। ଆଉ ଶେଷରେ ନିଲମ୍ବିତ ହେଲେ।
ସେହିପରି ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପିଏମ୍ସିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କେବଳ ବିୟର ନୁହେଁ, ଦେଶୀ ମଦ ଜବତ କରାଯିବା ଘଟଣା ମଧ୍ୟ ବୃଦ୍ଧି ପାଇଛି। ପୁଲିସ୍ ୧,୨୩,୪୭୯ଟି ଦେଶୀ ମଦ ବୋତଲ ଜବତ କରିସାରିଲାଣି। ଗତବର୍ଷ ପୁଲିସ୍ ୧,୧୭,୯୯୮ଟି ଦେଶୀ ମଦ ବୋତଲ ଜବତ ...
ହର୍ଲିକ୍ସରୁ 'ହେଲଥ' ଲେବଲ୍ ହଟାଇଛି କମ୍ପାନୀ, ଏହାର କାରଣ କ’ଣ ଜାଣନ୍ତୁ...
ପୂର୍ବରୁ ଏହି ଆସନ ପାଇଁ ସମାଜବାଦୀ ପାର୍ଟି ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରିଥିଲା। ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ହେବାରୁ, ଶେଷରେ ଏହି ଆସନରୁ ଖୋଦ୍ ଅଖିଳେଶ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ଭାଷଣ ଜରିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।
ଜୁନ୍ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ ICC ପୁରୁଷ ଟି-୨୦ ବିଶ୍ୱକପ...
ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ମାହିଙ୍କ ଏଙ୍ଗ୍ରି ମୁଡ୍।
ଗତବର୍ଷ ଏସିଆ କପ ଖେଳିବା ପାଇଁ ଭାରତୀୟ ଟିମ ପାକିସ୍ତାନ ଯାଇ ନଥିଲା। ଏହାପରେ ଏସିଆନ କ୍ରିକେଟ କାଉନସିଲ ହାଇବ୍ରିଡ ମଡେଲ ଆପଣାଇଥିଲା।
ବାମହାତୀ ଆଟାପଟୁଙ୍କ ଏହା ୯ମ ଦିନିକିଆ ଶତକ। ମହିଳା ଦିନିକିଆରେ ଚେଜ ସମୟରେ କେବେ ହେଲେ ଏତେ ବଡ଼ ଇନିଂସ କେହି ଖେଳି ନଥିଲେ।
ଆଇପିଏଲ ଇତିହାସରେ ୨୦୦ ୱିକେଟ ନେବାରେ ପ୍ରଥମ ବୋଲର ଯୁଜବେନ୍ଦ୍ର ଚହଲ..
ମୃତ ଛାତ୍ର ଜଣକ ହେଲେ ୨୦ ବର୍ଷୀୟ ଡି. ଚନ୍ଦ୍ରୁ। ସେ ଜଣେ ଏମ୍ବିବିଏସ୍ ଛାତ୍ର ଥିଲେ। ରବିବାର ନିଜ ସାଙ୍ଗମାନଙ୍କ ସହ ମିଶି ସେ କିର୍ଗିଜସ୍ଥାନର ଏକ ଓ୍ୱାଟର୍ଫଲ୍ ତଥା ଝରଣା ଦେଖିବାକୁ ...
ନୌସେନା ପରେଡ୍ ପାଇଁ ଅଭ୍ୟାସ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା...
ଉଭୟଙ୍କ ବୟସ ୧୯ ବର୍ଷ ହେବ, ସେମାନଙ୍କ ଘର ତେଲାଙ୍ଗାନାରେ।
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲିଲା ତାଇୱାନ। ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଥିରେ କିଛି କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ ...
ଉଭୟ ଆରିଜୋନା ଷ୍ଟେଟ୍ ୟୁନିର୍ଭସିଟିରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରୁଥିଲେ।
ଜାଣନ୍ତୁ କିପରି କରିବେ ବ୍ୟବହାର...
ହର୍ଲିକ୍ସରୁ 'ହେଲଥ' ଲେବଲ୍ ହଟାଇଛି କମ୍ପାନୀ, ଏହାର କାରଣ କ’ଣ ଜାଣନ୍ତୁ...
ଏହି ଦୁଇ ଭାରତୀୟ ମସଲା ମିଶ୍ରଣରେ କର୍ସିନୋଜେନିକ୍ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ଅଭିଯୋଗ ଆଣିଛନ୍ତି ସିଙ୍ଗାପୁର ଏବଂ ହଂକଂ ଖାଦ୍ୟ ନିରାପତ୍ତା ସଂସ୍ଥା।
ପଇଡ ପାଣି ପିଇବା ଦ୍ୱାରା କେବଳ ଯେ ଜଳୀୟଅଂଶ ଅଭାବ ଦୂର ହୋଇଥାଏ ତାହା ନୁହେଁ, ଏଥିରେ ଆହୁରି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି...
ବନ୍ଦ ବା ଏସି ଘରେ କାମ କରିବା ଅଭ୍ୟାସ କାରଣରୁ ଏହି ଭିଟାମିନର ଘୋର ଅଭାବ ଦେଖାଦେଉଛି...
ମହାଦେବ ବେଟିଂ ଆପର ସହାୟକ ଆପକୁ ପ୍ରମୋସନ କରୁଥିବା ଅଭିଯୋଗରେ ସମନ ପଠାଯାଇଛି...
ନିକଟରେ ଅମ୍ବାନୀ ପରିବାର ପକ୍ଷରୁ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଗୁଜରାଟର ଜାମନଗରରେ ଆୟୋଜନ କରାଯାଇଥିଲା।
ରଶ୍ମୀକା ମନ୍ଦନା, ଆମୀର ଖାନ୍, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ, ସଚ୍ଚିନ ତେନ୍ଦୁଲକରଙ୍କ ପରେ ଏବେ ବଲିଉଡର ବାଜିରାଓ ତଥା ଅଭିନେତା ରଣବୀର ସିଂହ ମଧ୍ୟ ଡିପ୍ ଫେକ୍ ଭିଡିଓର ଶିକାର ହୋଇଛନ୍ତି।
ଅଶ୍ଳୀଳ ଭିଡିଓ ଲିକ୍ କରିବା ମାମଲାରେ ରାଖୀଙ୍କ ବିରୋଧରେ ପୂର୍ବତନ ସ୍ୱାମୀ ଆଦିଲ ଦୁରାନୀ ଏଫ୍ଆଇଆର୍ ରୁଜୁ କରିଥିଲେ।
ପଙ୍କଜ ତ୍ରିପାଠୀଙ୍କ ଭିଣେଇ ରାଜେଶ ତିଓ୍ୱାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ସରିତା ଗୁରୁତର ଅଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।