୧୫ ଏପ୍ରିଲ, ଗୁରୁବାର: ବିବାହ ପ୍ରସ୍ତାବ ପସନ୍ଦ ଆସିବ

ମେଷ :   ଘରୋଇ ସମସ୍ୟୁକୁ ବ୍ୟସ୍ତ ବିବ୍ରତ ହୋଇଯିବେ। ନିଜ କଥାକୁ ନିୟନ୍ତ୍ରଣରେ ରଖନ୍ତୁ। ସୁଅର୍ଜିତ ଧନ ପ୍ରଭାବିତ ରହିବ। ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରତିକାର-  ତୁଳସୀ ଗଛ ମୂଳରେ ଗୁଡ ରଖି ଯାତ୍ରା କରନ୍ତୁ। ବୃଷ: ଅଫିସର ମିଟିଂ ବହୁତ ଭଲ ରହିବ। ଉଦ୍ଦେଶ୍ୟମୂଳକ କାର୍ଯ୍ୟରେ ସଫଳତା ମିଳିବ। ଭବିଷ୍ୟତ ପାଇଁ ବହୁତ ପ୍ଲାନିଂ କରିବେ, ବ୍ୟବସାୟରେ ଆୟବ୍ୟୟ ସମାନ ରହିବ। ପ୍ରତିକାର- ହଳଦୀ ଟିକା ମଥାରେ ଲଗାନ୍ତୁ। ମିଥୁନ: ଅର୍ଥ ଖର୍ଚ୍ଚ […]

RASI

RASI

Niharika Rout
  • Published: Thursday, 15 April 2021
  • Updated: 16 April 2021, 08:07 AM IST

Sports

Latest News

ମେଷ :   ଘରୋଇ ସମସ୍ୟୁକୁ ବ୍ୟସ୍ତ ବିବ୍ରତ ହୋଇଯିବେ। ନିଜ କଥାକୁ ନିୟନ୍ତ୍ରଣରେ ରଖନ୍ତୁ। ସୁଅର୍ଜିତ ଧନ ପ୍ରଭାବିତ ରହିବ। ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରତିକାର-  ତୁଳସୀ ଗଛ ମୂଳରେ ଗୁଡ ରଖି ଯାତ୍ରା କରନ୍ତୁ।

ବୃଷ: ଅଫିସର ମିଟିଂ ବହୁତ ଭଲ ରହିବ। ଉଦ୍ଦେଶ୍ୟମୂଳକ କାର୍ଯ୍ୟରେ ସଫଳତା ମିଳିବ। ଭବିଷ୍ୟତ ପାଇଁ ବହୁତ ପ୍ଲାନିଂ କରିବେ, ବ୍ୟବସାୟରେ ଆୟବ୍ୟୟ ସମାନ ରହିବ। ପ୍ରତିକାର- ହଳଦୀ ଟିକା ମଥାରେ ଲଗାନ୍ତୁ।

ମିଥୁନ: ଅର୍ଥ ଖର୍ଚ୍ଚ ବଢିଯିବ। ପରିବାରରୁ କେହି ଦୂରକୁ ଯିବାର କଷ୍ଠ ମନରେ ଅଧିର ଲାଗିବ ।  ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ।

କର୍କଟ: ଅଳ୍ପ ପରିଶ୍ରମରେ ଅଧିକ ଧନ  ଆସିବ। ରାଜନୀତିରେ ଥିଲେ କୌଣସି ପଦ ପଦବୀ ମିଳିବାର ସମ୍ଭାବନା ରହିଛି । ବଡ ଭାଇ ଭଉଣୀଙ୍କ ସହିତ ସାକ୍ଷାତ ଭ୍ରମଣ ଯୋଗ ରହିଛି। ଗଳାରେ ସମସ୍ୟା ଲାଗିପାରେ। ପ୍ରତିକାର- ପାରାଙ୍କୁ ସୋରିଷ ଦିଅନ୍ତୁ।

ସିଂହ: କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିବ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ଆଇଟି କ୍ଷେତ୍ରରେ ଥିଲେ କିନ୍ତୁ ନୂତନ କାର୍ଯ୍ୟ କରିବାର ସୁଯୋଗ ମିଳିବ। ପ୍ରତିକାର- ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ।

ନ୍ୟା: ଆପଣଙ୍କ ଭାଗ୍ୟ ଆପଣଙ୍କ ହାତ ମୁଠାରେ ରହିବ। ଗୁରୁଙ୍କଠାରୁ ଉପଦେଶ ଓ ଆଶୀର୍ବାଦ ଆଗକୁ ବଢିବାରେ ସାହାଯ୍ୟ କରିବ। ବିଦେଶରୁ କୌଣସି ଖୁସି ଖବର ଆସିବ। ପ୍ରତିକାର- ମା ଲକ୍ଷ୍ମୀଙ୍କୁ ଦୁବ ଅର୍ପଣ କରନ୍ତୁ

ତୁଳା: ଅର୍ଥ ଧାର ଆଣନ୍ତୁ ନାହିଁ। ଅର୍ଥ ଓ ସ୍ୱାସ୍ଥ୍ୟରେ ଅଚାନକ ସମସ୍ୟା ଦେଖାଦେବ। ବ୍ୟସ୍ତ ରହିବେ, କାର୍ଯ୍ୟରେ ବାଧା ଦେଖାଦେବ। ପୁରୁଣା ବିବାଦ ସାମ୍ନାକୁ ଆସିବ । ପ୍ରତିକାର- ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ।

ବିଛା: ବିବାହ ପ୍ରସ୍ତାବ ପସନ୍ଦ ଆସିବ । ନୂତନ ବ୍ୟବସାୟରେ ପରିବାରରୁ କେହି ସାହାଯ୍ୟ ସହଯୋଗର ହାତ ବଢାଇବେ। ଯାତ୍ରା ନ କରିବା ଭଲ ରହିବ। ଜୀବନ ସାଥୀଙ୍କଠାରୁ କିନ୍ତୁ ଉପହାର ପ୍ରାପ୍ତି ସହିତ କୌଣସି ସମସ୍ୟାର ସମାଧାନ ବି ହୋଇଯିବ। ପ୍ରତିକାର- ମା ଲକ୍ଷ୍ମୀଙ୍କୁ ଖିରୀ ପ୍ରସାଦ ଲଗାନ୍ତୁ।

ଧନୁ: ସଭା ସମିତିରେ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। କୌଣସି ବିବାଦୀୟ ବୟାନ ଦିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ଓ ଶତ୍ରୁ ପୀଡା ରହିଛି। ପ୍ରତିକାର- ମା’ ବଗଳାମୁଖୀଙ୍କୁ ପୂଜା କରନ୍ତୁ ।

ମକର: ନୂତନ ବନ୍ଧୁ ଜୀବନରେ ଆସିବେ। କଷ୍ଟର ସମ୍ମୁଖୀନ ହେବେ। ହୋଟେଲ ଯିବେ, ଭଲ ଖାଦ୍ୟ ସହିତ ନୂତନ ବସ୍ତ୍ର ଉପହାର ରୂପରେ ପ୍ରାପ୍ତି ହେବ।  ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ବହୁତ ଭଲ ଅଛି। ପ୍ରତିକାର-  ଅଶୋକ ପତ୍ରରେ ସିନ୍ଦୁର ଲଗାଇ ମା’ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ।

କୁମ୍ଭ: ମା’ଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ ଓ ମା’ଙ୍କୁ ନେଇ ବ୍ୟସ୍ତ ରହିବେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଭୂମି କିଣିବା ଓ ବିକ୍ରିକୁ ଆଜିର ଦିନରେ ଏଡାଇ ଦିଅନ୍ତୁ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ପ୍ରତିକାର- କେଶରର ଟୀକା ମଥାରେ ଲଗାନ୍ତୁ।

ମୀନ: ପଡୋଶୀଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ। ସନ୍ତାନମାନଙ୍କଠାରୁ ସମ୍ମାନ ପାଇବା ସହିତ ସେମାନଙ୍କୁ ନେଇ ମନରେ ଗର୍ବ ଅନୁଭବ କରିବେ। ସାନ ଭଉଣୀଙ୍କ ସହିତ ସମୟ କାଟିବେ। ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରତିକାର- ମା’ ଲକ୍ଷ୍ମୀଙ୍କୁ ମିଠା ପ୍ରସାଦ ଲଗାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story