୨୮ ଡିସେମ୍ବର, ସୋମବାର: ଉତ୍ତମ ଆୟ କରିବାକୁ ସକ୍ଷମ ହେବେ

ମେଷ: ପରିବାରର ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରିବେ। ଅନୁଶାସନ ମଧ୍ୟ ଜାରି ରଖିବେ। ଆର୍ଥିକ ସ୍ଥିତି ମାନ୍ଦା ହେବ ନାହିଁ। ପ୍ରତିକାର- ମହିଳା ସେବାକାରୀଙ୍କୁ ଖାଦ୍ୟ ଦାନ କରନ୍ତୁ। ବୃଷ:  ପଡୋଶୀଙ୍କ କଟାକ୍ଷ ମନରେ ଦୁଃଶିନ୍ତା ସୃଷ୍ଟି କରିବ। ପ୍ରତି କ୍ଷେତ୍ରରେ ନିଜର ପରାକ୍ରମ ଓ ସାହସ ପ୍ରଦର୍ଶନ କରି ଅନ୍ୟମାନଙ୍କୁ ସହାୟତା ପ୍ରଦାନ କରିବେ।  ସମ୍ପର୍କୀୟ ଗୃହକୁ ଆଗମନ କରିପାରନ୍ତି।  ପ୍ରତିକାର- ସାନ ଭଉଣୀଙ୍କୁ ଉପହାର ଦିଅନ୍ତୁ। ମିଥୁନ: ଶତ୍ରୁମାନଙ୍କ ଦ୍ୱାରା ଭୟଭୀତ ହୋଇ […]

RASI

RASI

Niharika Rout
  • Published: Monday, 28 December 2020
  • Updated: 30 December 2020, 07:54 AM IST

Sports

Latest News

ମେଷ: ପରିବାରର ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରିବେ। ଅନୁଶାସନ ମଧ୍ୟ ଜାରି ରଖିବେ। ଆର୍ଥିକ ସ୍ଥିତି ମାନ୍ଦା ହେବ ନାହିଁ। ପ୍ରତିକାର- ମହିଳା ସେବାକାରୀଙ୍କୁ ଖାଦ୍ୟ ଦାନ କରନ୍ତୁ।
ବୃଷ:  ପଡୋଶୀଙ୍କ କଟାକ୍ଷ ମନରେ ଦୁଃଶିନ୍ତା ସୃଷ୍ଟି କରିବ। ପ୍ରତି କ୍ଷେତ୍ରରେ ନିଜର ପରାକ୍ରମ ଓ ସାହସ ପ୍ରଦର୍ଶନ କରି ଅନ୍ୟମାନଙ୍କୁ ସହାୟତା ପ୍ରଦାନ କରିବେ।  ସମ୍ପର୍କୀୟ ଗୃହକୁ ଆଗମନ କରିପାରନ୍ତି।  ପ୍ରତିକାର- ସାନ ଭଉଣୀଙ୍କୁ ଉପହାର ଦିଅନ୍ତୁ।
ମିଥୁନ: ଶତ୍ରୁମାନଙ୍କ ଦ୍ୱାରା ଭୟଭୀତ ହୋଇ ଆତଙ୍କ ମଧ୍ୟରେ ଜୀବନ ବିତାଇବାକୁ ପଡିପାରେ। ସତ୍ କାର୍ଯ୍ୟରେ ଧନ ବ୍ୟୟ କରିବାକୁ ଇଚ୍ଛା କରିବେ । ହେଲେ ସେଥିରୁ କିଛି ଅସତ୍ ବ୍ୟକ୍ତିଙ୍କ ହସ୍ତଗତ ହେବ। ମାତା ବା ମାତୃସ୍ଥାନୀୟଙ୍କଠାରୁ କଷ୍ଟ ମିଳିବାର ସୂଚନା ସହ ସମ୍ପର୍କହାନୀ ମନକୁ ବିଚଳିତ  ରଖିବ।  ପ୍ରତିକାର- ଶିବ ପଞ୍ଚାକ୍ଷର ପାଠ କରନ୍ତୁ।
କର୍କଟ: ଉଚ୍ଚ ବ୍ୟକ୍ତିଙ୍କଠାରୁ ଆଦର ସମ୍ମାନ ପ୍ରାପ୍ତିରେ ଅଭାବ ରହିବ ନାହିଁ। ନିଜ ହିସାବରେ ଜୀବନ ବଞ୍ଚିବାର ପୂର୍ଣ୍ଣ ସୁଯୋଗ ମିଳିବ। ଲକ୍ଷ୍ମୀଙ୍କର ଆଶିର୍ବାଦ ଲାଭ କରିବେ।  ପ୍ରତିକାର- ବଡ଼ ଭଉଣୀଙ୍କୁ ଉପହାର  ପ୍ରଦାନ କରନ୍ତୁ।
ସିଂହ: ସାମାଜିକ କାର୍ଯ୍ୟରେ ନିପୁଣତା ପ୍ରଦର୍ଶନ କରି ଆଦର ସମ୍ମାନ ପ୍ରାପ୍ତି ହେବେ। ବନ୍ଧୁ ସହଯୋଗ ପ୍ରାପ୍ତି ହେବ ଏବଂ ଆନନ୍ଦ ମଧ୍ୟ ମିଳିବ। ପ୍ରଥମ ସନ୍ତାନର କାର୍ଯ୍ୟକଳାପରେ ଖୁସି ହୋଇପାରିବେ ନାହିଁ। ପ୍ରତିକାର- ବୃଦ୍ଧାଶ୍ରମରେ ଦାନ କରନ୍ତୁ।
କନ୍ୟା: ଶାରୀରିକ ସୁସ୍ଥତା ଫେରି ଆସିବାରୁ ମନ ଖୁସି ରହିବ। ଆଧ୍ୟାତ୍ମିକତା ଦିଗକୁ ମନ ‍ଢଳିବାରୁ କିଛି ରହସ୍ୟକୁ ବୁଝିବାକୁ ତେଷ୍ଟା କରିବେ। ଆର୍ଥିକ ସୁଖ ସହ ସନ୍ତାନମାନଙ୍କ ପାଇଁ ଗୌରବାନ୍ୱିତ ହେବେ। ପ୍ରତିକାର- ଛୋଟ ଝିଅଙ୍କୁ ଉପହାର ଦିଅନ୍ତୁ।
ତୁଳା:  ସାମାଜିକ ସ୍ତରରେ ଅନ୍ୟମାନଙ୍କଠାରୁ ନିଜୁକ କିଛିଟା ଦୁର୍ବଳ ଅନୁଭବ କରିବେ। ବ୍ୟବସାୟରେ ଲାଭର ମାତ୍ରା ଠିକ୍ ରହିବ। ଥଣ୍ଡା, କଫଜନିତ ସମସ୍ୟା ବୃଦ୍ଧି ପାଇ ଶାରୀରିକ କଷ୍ଟ ଆସିପାରେ। ପ୍ରତିକାର- ମାନସିକ ରୋଗୀଙ୍କୁ ସାହାଯ୍ୟ କରନ୍ତୁ।
ବିଛା: ସ୍ଥାନୀୟ ବ୍ୟବସାୟ ଯୋଗୁ ଲାଭଦାୟକ ହେବେ। ଉତ୍ତମ ଭୋଜନ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ବିବେକ ବିଚାରଯୁକ୍ତ ହୋଇ ପ୍ରତିକ୍ଷେତ୍ରରେ ସଭ୍ୟତାର ପରିଚୟ ଦେବେ। ପ୍ରତିକାର- ମହମୃତ୍ୟୁଞ୍ଜୟ ପାଠ କରନ୍ତୁ।
ଧନୁ: ଉଚ୍ଚ କର୍ତ୍ତୃପକ୍ଷଙ୍କର କାର୍ଯ୍ୟକଳାକାପକୁ ବିରୋଧ କରିବେ। ଜନସାଧାରଣଙ୍କ ପାଖରେ ସମ୍ମାନ ବୃଦ୍ଧି ପାଇବ। ଦାୟିତ୍ୱବୋଧରେ ଅବହେଳା କରିପାରନ୍ତି। ପ୍ରତିକାର- ମାତୃସ୍ତରୀୟ ମହିଳାଙ୍କୁ କ୍ଷୀର ଦାନ କରନ୍ତୁ।
ମକର: ସୁନ୍ଦର ମନ, ଉତ୍ତମ ବୁଦ୍ଧି ଓ କ୍ଷମତାଶୀଳ ମନୋବୃତ୍ତିର ସୁନ୍ଦର ସମାହାରରେ ଜୀବନଚର୍ଯ୍ୟା ଆଗେଇ ଚାଲିବ। ସନ୍ତାନମାନଙ୍କର ସୁଖରେ ସୁଖି ହେବେ। ସମ୍ପତ୍ତିଜନିତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ ସହ ଅଳଙ୍କାରରେ ଭୂଷିତ ହେବେ। ପ୍ରତିକାର- ଛୋଟ ଝିଅଙ୍କୁ ମିଠା ଖୁଆନ୍ତୁ।
କୁମ୍ଭ: ଉଚ୍ଚ ସ୍ଥାନର ଅଧିକାରୀ ହେବା ପାଇଁ ମନରେ ଅଭିଳାଷ ସୃଷ୍ଟି ହେବ। ସନ୍ତାନ ସୁଖ ଓ ପାରିବାରିକ ସୁଖ ମିଳିବ। ଉଦାର ହୃଦୟଯୁକ୍ତ ହୋଇ ପରୋପକାର କରିବାକୁ ତେଷ୍ଟା କରିବେ । ପ୍ରତିକାର- ଶିବ ପଞ୍ଚାକ୍ଷର ପାଠ କରନ୍ତୁ।
ମୀନ: ନିଜର ବୁଦ୍ଧି ବିଦ୍ୟା ଓ ପରାକ୍ରମ ଦ୍ୱାରା ଉତ୍ତମ ଆୟ କରିବାକୁ ସକ୍ଷମ ହେବେ। ପ୍ରତି କ୍ଷେତ୍ରରେ ସଂଯମତା ପ୍ରଦର୍ଶନ କରି ଏବଂ ମଧୁର ଭାଷା ପ୍ରୟୋଗ କରି ଯଶ ଲାଭ କରିବେ। ମନ ପ୍ରସନ୍ନ ରହିବା ସହ ଭାଇ ବନ୍ଧୁଙ୍କ ସୁଖ ପ୍ରାପ୍ତି ହେବ। ପ୍ରତିକାର- ସାନ ଭଉଣୀଙ୍କୁ ଉପହାର ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story