୨ ଜାନୁଆରୀ, ଶନିବାର: ଦୀର୍ଘ ଦିନର ଆଶା ପୂରଣ ହେବ

ମେଷ: ଦୃଢ଼ ମନୋବଳ ଯୋଗୁ ଅନେକ ବିପଦରୁ ରକ୍ଷା ପାଇବେ। ପରିବାରରେ ପିଲାମାନେ ଆଜ୍ଞାଧୀନ ହେବେ ଓ ସୁଖଶାନ୍ତି ଅତୁଟ ରହିବ। ଆର୍ଥିକ ଅଭାବ ଦୂରହେବ। କିନ୍ତୁ ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର– ସାତଟି ଲାଲ୍ ମନ୍ଦାର ଫୁଲ ଗ୍ରାମଦେବୀଙ୍କୁ ଅର୍ପଣ କରନ୍ତୁ। ବୃଷ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ତେଣୁ ଜଗିରଖି କାମ କରନ୍ତୁ। ମିଛ ଅଭିଯୋଗରେ ଜଡ଼ିତ ହେବାର ଆଶଙ୍କା ରହିଛି। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଫଳରେ […]

Daily Horoscope

Daily Horoscope

Jitendra Garnayak
  • Published: Saturday, 02 January 2021
  • Updated: 02 January 2021, 07:43 AM IST

Sports

Latest News

ମେଷ: ଦୃଢ଼ ମନୋବଳ ଯୋଗୁ ଅନେକ ବିପଦରୁ ରକ୍ଷା ପାଇବେ। ପରିବାରରେ ପିଲାମାନେ ଆଜ୍ଞାଧୀନ ହେବେ ଓ ସୁଖଶାନ୍ତି ଅତୁଟ ରହିବ। ଆର୍ଥିକ ଅଭାବ ଦୂରହେବ। କିନ୍ତୁ ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର- ସାତଟି ଲାଲ୍ ମନ୍ଦାର ଫୁଲ ଗ୍ରାମଦେବୀଙ୍କୁ ଅର୍ପଣ କରନ୍ତୁ।

ବୃଷ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ତେଣୁ ଜଗିରଖି କାମ କରନ୍ତୁ। ମିଛ ଅଭିଯୋଗରେ ଜଡ଼ିତ ହେବାର ଆଶଙ୍କା ରହିଛି। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଫଳରେ ମନ ଭାରାକ୍ରାନ୍ତ ରହିବ। ପ୍ରତିକାର- ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଓ ଚିନି ପକାଇ ଧଳା ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଦୀର୍ଘ ଦିନର ଆଶା ପୂରଣ ହେବ। ଫଳରେ ମନ ପ୍ରଫୁଲ ରହିବ। ଘରକୁ କୌଣସି ନୂତନ ଦ୍ରବ୍ୟ କ୍ରୟ କରି ଆଣିବେ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ନିନ୍ଦିତ ହେବେ। ସମାଲୋଚିତ ହୋଇପାରନ୍ତି। ପ୍ରତିକାର- ବିଷ୍ଣୁଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

କର୍କଟ: ଦାମ୍ପତ୍ୟ ଜୀବନରେ ଥିବା ମତପାର୍ଥକ୍ୟ ଦୂର ହୋଇ ସ୍ନେହ, ଶ୍ରଦ୍ଧା ବଢ଼ିବ। ଶତ୍ରୁମାନେ ପରାଜିତ ହେବେ। କାର୍ଯ୍ୟରେ ଜୟଯୁକ୍ତ ହେବେ। ହଠାତ୍ କୌଣସି ନୂତନ ସ୍ଥାନକୁ ବୁଲିବାକୁ ଯିବାକୁ ଯୋଜନା କରିବେ। ପ୍ରତିକାର- ମା’ ଲକ୍ଷ୍ମୀଙ୍କ ଦଶନାମକୁ ୧୦ଥର ଜପ କରନ୍ତୁ।

ସିଂହ: ପ୍ରତ୍ୟେକଟି ଉଦ୍ୟମରେ ସଫଳତା ଲାଭ କରିବେ। ଶରୀର ସୁସ୍ଥ ରହିବ ଓ ଯାତ୍ରାରେ ଶୁଭଫଳ ମିଳିବ। ପରିବାରରେ ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ପ୍ରତିକାର- ‘ଓଁ ନମୋଭଗବତେ ଶ୍ରୀ ସୂର୍ଯ୍ୟାୟ ନମଃ’ ମନ୍ତ୍ରକୁ ୭ଥର ପାଠ କରି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ।

କନ୍ୟା: କର୍ମକ୍ଷେତ୍ରରେ ଅପମାନିତ ତଥା ଅସମ୍ମାନିତ ହେବାର ଆଶଙ୍କା ରହିଛି। ଚକ୍ଷୁ କିମ୍ବା କର୍ଣ୍ଣରେ ପୀଡ଼ା ଅନୁଭବ କରିପାରନ୍ତି। ବୃଥା ଭ୍ରମଣଜନିତ କ୍ଲାନ୍ତି ଅନୁଭବ କରିବେ। ପ୍ରତିକାର- ତୁଳସୀ ଚଉରା ମୂଳରେ ଜଳ ପ୍ରଦାନ କରନ୍ତୁ ଓ ତା’ ମୂଳର ମାଟି ମଥାରେ ଲଗାନ୍ତୁ।

ତୁଳା: ସଭାସମିତି ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। କୌଣସି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ। ରାଜନେତାମାନେ ସାମାଜିକସ୍ତରରେ ଜନପ୍ରିୟତା ହାସଲ କରିବେ। ପ୍ରତିକାର- ୭ଟି ଚକଲେଟ୍ ୭ଜଣ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

ବିଛା: ଜମିଜମା ବିବାଦ ଦୂର ହେବ ଓ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ଧର୍ମକାର୍ଯ୍ୟରେ ମନ ବଳାଇବେ। ଫଳରେ ମାନସିକ ଶାନ୍ତି ପାଇବେ। ବ୍ୟବସାୟୀମାନେ ଲାଭବାନ ହେବେ। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ଚଣାଗୁଡ଼ ଭୋଗ ଲାଗି କରନ୍ତୁ।

ଧନୁ: ଅର୍ଥ ଓ ମାନସମ୍ମାନ ପ୍ରାପ୍ତି ହେବା ସହିତ ସ୍ୱାଦିଷ୍ଟ ଭୋଜନ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଓ ସହାନୁଭୂତି ପାଇବେ। ପ୍ରତ୍ୟେକଟି କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିକାର- କୌଣସି ଅସହାୟ ମହିଳାଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ।

ମକର: ଆର୍ଥିକ ସ୍ଥିତିରେ ଅବନ୍ନତି ଦେଖାଦେଇପାରେ। କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ନାହିଁ। ପ୍ରତିକାର- କଞ୍ଚାକ୍ଷୀରରେ କଳାରାଶି ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଢାଳନ୍ତୁ।

କୁମ୍ଭ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ବନ୍ଧୁ ଚର୍ଚ୍ଚାରେ ଦିନଟି ବିତାଇବେ। ବକେୟା ଅର୍ଥ ହସ୍ତଗତ ହେବ। ମହିଳାମାନେ ହସଖୁସିରେ ସମୟ ବିତାଇବେ। ପ୍ରତିକାର- କିଛି ସୋରିଷ ପାରାମାନଙ୍କୁ ଖାଇବାକୁ ଦିଅନ୍ତୁ।

ମୀନ: ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି। ମହିଳାମାନେ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ପ୍ରତିକାର- ସାତଟି ହଳଦିଆ ଫୁଲ ଭଗବାନ ନାରାୟଣଙ୍କୁ ଚଢ଼ାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story