୭ ଜାନୁଆରୀ, ଗୁରୁବାର: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ

ମେଷ: ଶରୀର ସୁସ୍ଥ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ନୂତନ ବନ୍ଧୁ ପାଇ ଖୁସି ହେବେ। ଛାତ୍ରଛାତ୍ରୀ ମାନେ ପଢ଼ାପଢ଼ିରେ ମନ ଦେବେ। ପ୍ରତିକାର– ପିତାମାତାଙ୍କ ପାଦ ସ୍ପର୍ଶକରି ପ୍ରଣାମ କରନ୍ତୁ। ବୃଷ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ପ୍ରତିକାର– ଶ୍ରୀଗଣେଶଙ୍କ ନିକଟରେ ସାତଟି ରାଶି ଲଡ଼ୁ ଭୋଗ କରନ୍ତୁ। ମିଥୁନ: ପ୍ରତ୍ୟେକଟି କାର୍ଯ୍ୟ ବିଳମ୍ବରେ ସଂପନ୍ନ ହେବ। ଧନହାନି […]

Daily Horoscope

Daily Horoscope

Jitendra Garnayak
  • Published: Thursday, 07 January 2021
  • Updated: 07 January 2021, 08:01 AM IST

Sports

Latest News

ମେଷ: ଶରୀର ସୁସ୍ଥ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ନୂତନ ବନ୍ଧୁ ପାଇ ଖୁସି ହେବେ। ଛାତ୍ରଛାତ୍ରୀ ମାନେ ପଢ଼ାପଢ଼ିରେ ମନ ଦେବେ। ପ୍ରତିକାର- ପିତାମାତାଙ୍କ ପାଦ ସ୍ପର୍ଶକରି ପ୍ରଣାମ କରନ୍ତୁ।

ବୃଷ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ପ୍ରତିକାର- ଶ୍ରୀଗଣେଶଙ୍କ ନିକଟରେ ସାତଟି ରାଶି ଲଡ଼ୁ ଭୋଗ କରନ୍ତୁ।

ମିଥୁନ: ପ୍ରତ୍ୟେକଟି କାର୍ଯ୍ୟ ବିଳମ୍ବରେ ସଂପନ୍ନ ହେବ। ଧନହାନି ସହିତ ପ୍ରାଣପୀଡ଼ା ଯୋଗ ରହିଛି। ନିଜ ଲୋକମାନେ ଧୋକା ଦେବେ। ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ମତଭେଦ ଦେଖାଦେଇପାରେ। ପ୍ରତିକାର- ଓଦାବସ୍ତ୍ର ପିନ୍ଧି ତୁଳସୀ ଗଛ ମୂଳରେ ଜଳ ପ୍ରଦାନ କରନ୍ତୁ।

କର୍କଟ: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। ବିଳମ୍ବ ହେଉଥିବା କାର୍ଯ୍ୟଟି ଆଜି ସଂପନ୍ନ ହେବ। ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରତିକାର- କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ସିଂହ: ବକେୟା ଅର୍ଥ ହସ୍ତଗତ ହେବ। ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ସ୍ଥାପନ ହେବ। ସନ୍ତାନମାନେ ଆପଣଙ୍କ କଥା ମାନିବେ। ମନ ପ୍ରଫୁଲ୍ଲ ରହିବ। ପ୍ରତିକାର- ସୂର୍ଯ୍ୟ ନାରାୟଣଙ୍କୁ ସାତ ଆଞ୍ଜୁଳା ଜଳ ପ୍ରଦାନ କରନ୍ତୁ।

କନ୍ୟା: ସମାଜରେ ମାନସମ୍ମାନ ବଢ଼ିବ। ଯେଉଁମାନେ ଚାକିରି କରୁଛନ୍ତି, ସେମାନଙ୍କର ପଦୋନ୍ନତି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀ ମାନଙ୍କର ସାହାଯ୍ୟ ମିଳିବ। ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର- ଶ୍ରୀଗଣେଶଙ୍କ ନିକଟରେ ସାତଟି ପାନପତ୍ର ଚଢ଼ାନ୍ତୁ।

ତୁଳା: ଭାଇଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ। ଘରେ ସୁଖଶାନ୍ତି ରହିବ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶରେ ସୁଯୋଗ ପାଇବେ। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଉନ୍ନତି କରିବେ। ପ୍ରତିକାର- ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

ବିଛା: ଜମିଜମା ସମସ୍ୟାରେ ପଡ଼ିପାରନ୍ତି। ଖାଦ୍ୟପେୟରେ ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ। ନିର୍ମାଣାଧୀନ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ: ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ। ତେଣୁ ଜଗିରଖି ଚଳନ୍ତୁ। ପ୍ରତ୍ୟେକ କାର୍ଯ୍ୟରେ ବାଧା ଦେଖାଯିବ। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ମର୍ମାହତ ହେବେ। ପ୍ରତିକାର- ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ।

ମକର: ଦାମ୍ପତ୍ୟ ଜୀବନ ମଧୁମୟ ହେବ। ଅଟକି ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ପାଇବେ। ପ୍ରତିକାର- ସାତଟି ଲବଙ୍ଗ ନିଜ ପାଖରେ ରଖନ୍ତୁ।

କୁମ୍ଭ: ଗୁପ୍ତଶତ୍ରୁମାନେ ପରାଜିତ ହେବେ। ଫଳରେ ମାନସିକ ଶାନ୍ତି ଲାଭ କରିବେ। ବନ୍ଧୁ ଓ ଆତ୍ମୀୟ ମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ପ୍ରତିକାର- ଅଶ୍ୱତ୍‌ଥ ଗଛମୂଳରେ ରାଶି ତେଲର ଦୀପଟିଏ ଜାଳନ୍ତୁ।

ମୀନ: ଆର୍ଥିକ ଓ ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ନଚେତ୍ ସମସ୍ୟାରେ ପଡ଼ିପାରନ୍ତି। ଅଣ୍ଟା, ପେଟ, କିମ୍ବା ପାଦରେ ପୀଡ଼ା ଅନୁଭବ କରିପାରନ୍ତି। ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story