୨୭ ଜାନୁଆରୀ, ବୁଧବାର: କିଛି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ

ମେଷ: ପ୍ରଶାସନ, ପରିବହନ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟା କରିବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାରେ ସୁଯୋଗ ପାଇବେ। କର୍ମ କ୍ଷେତ୍ରରେ ବ୍ୟସ୍ତତା ହେତୁ ଠିକ୍‌ ସମୟରେ କାମ ଗୁଡିକ କରି ପାରିବେ ନାହିଁ। ବୃଷ: ଆଜି ଦିନରେ ଯାହା କିଛି ପାଇବାରେ ଆଶା କରିବେ ତାହା ପୂରଣ ହେବ।  ପୂର୍ବରୁ କରିଥିବା ଋଣ ପରିଶୋଧ କରିବାରେ ସୁଯୋଗ ପାଇବେ । ବିଭିନ୍ନ ପ୍ରକାରର ଯୋଜନା କରିବା ପାଇଁ ଚେଷ୍ଟା କରିବେ। ମିଥୁନ: […]

RASI

RASI

Niharika Rout
  • Published: Wednesday, 27 January 2021
  • Updated: 27 January 2021, 08:24 AM IST

Sports

Latest News

ମେଷ: ପ୍ରଶାସନ, ପରିବହନ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟା କରିବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାରେ ସୁଯୋଗ ପାଇବେ। କର୍ମ କ୍ଷେତ୍ରରେ ବ୍ୟସ୍ତତା ହେତୁ ଠିକ୍‌ ସମୟରେ କାମ ଗୁଡିକ କରି ପାରିବେ ନାହିଁ।

ବୃଷ: ଆଜି ଦିନରେ ଯାହା କିଛି ପାଇବାରେ ଆଶା କରିବେ ତାହା ପୂରଣ ହେବ।  ପୂର୍ବରୁ କରିଥିବା ଋଣ ପରିଶୋଧ କରିବାରେ ସୁଯୋଗ ପାଇବେ । ବିଭିନ୍ନ ପ୍ରକାରର ଯୋଜନା କରିବା ପାଇଁ ଚେଷ୍ଟା କରିବେ।

ମିଥୁନ: କର୍ମସ୍ଥାନରେ ସହକର୍ମୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ଉନ୍ନତି ଆସିବ । ଭାଗ୍ୟର ସହଯୋଗରେ ପୂର୍ବରୁ ଥିବା ସମସ୍ୟାରୁ ମୁକ୍ତି ପାଇବେ।

କର୍କଟ: କୌଣସି ଅସୁବିଧା ନହେଲେ ମଧ୍ୟ ଆଶା, ଆଶଙ୍କାରେ ମନ ଅସ୍ଥିର ରହିପାରେ। ପିଲାମାନଙ୍କର ଶିକ୍ଷା ଅନ୍ୟାନ୍ୟ କୃତିତ୍ୱ ସଫଳତାରେ ଆନନ୍ଦ ଅନୁଭବ କରିବେ । ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।

ସିଂହ: ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ମନରେ ଦୃଢତା ଆଣିବେ। ଉତ୍ସାହିତ ହୋଇ ନୂତନ କାର୍ଯ୍ୟ ଆରମ୍ଭ କରିବେ। ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ।

କନ୍ୟା: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କର୍ମ କ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବେ। ମହିଳାମାନେ ଉଚ୍ଚ ମନା ରହିବା ସହିତ ବନ୍ଧୁପ୍ରିୟ ହେବେ ।

ତୁଳା: ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ ମାର୍ଗରେ ଯାଇ ପାରନ୍ତି । ନୈରାଶ୍ୟଜନକ ସ୍ଥିତିରୁ ମାନସିକ କଷ୍ଟ ମିଳିପାରେ । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ତିକ୍ତତା ଭାବ ସୃଷ୍ଟି ହୋଇପାରେ।

ବିଛା: ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କିଛି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ। ଜମିଜମା ସମ୍ବନ୍ଧୀୟ ସମସ୍ୟା ବିବାଦୀୟ ରୂପ ନେଇପାରେ। କାର୍ଯ୍ୟ ଓ ଚିନ୍ତା ଧାରାରେ ସମନତା ରକ୍ଷା କରିପାରିବେ ନାହିଁ ।

ଧନୁ: ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କର ମତକୁ ଅଗ୍ରାଧିକାର ଦେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବା ସହିତ କର୍ମ କ୍ଷେତ୍ରରେ ସଫଳତା ପାଇବେ । ମହିଳାଙ୍କ ଦାମ୍ପତ୍ୟ ଜୀବନରେ ଖୁସି ରହିବ।

ମକର: ପରିଶ୍ରମର ଆଶାଜନକ ଫଳ ପାଇବେ । ପରିବାର ଭିତରେ ସୁଖ ଭୋଗ କରିବେ।  ଶାରୀରିକ ସୁସ୍ଥତା ଅନୁଭବ କରିବା ସହିତ ପ୍ରତ୍ୟେକ କାମକୁ ଠିକ ଭାବରେ କରିପାରିବେ।

କୁମ୍ଭ: ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ପ୍ରତିଯୋଗିତାରେ ବିଜୟୀ ହେବା ସହିତ ରାଜନୀତି କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବେ।

ମୀନ: ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ ।  ସ୍ୱାସ୍ଥ୍ୟକ୍ଷେତ୍ରରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ, ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story