ଘରର ଉତ୍ତର-ପୂର୍ବ ଦିଗ ଚଟାଣରେ ବ୍ୟବହାର କରନ୍ତୁ ଧଳା ମାର୍ବଲ, ଜାଣନ୍ତୁ କ’ଣ ଲାଭ ମିଳେ

ଆଜିକାଲି ପ୍ରାୟ ସମସ୍ତେ ଘର କଲେ ଚଟାଣକୁ ମାର୍ବଲ କରୁଛନ୍ତି। ନ ହେଲେ ଟାଇଲ ପକାଉଛନ୍ତି। ବଜାରରେ ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ର ମାର୍ବଲ ଓ ଟାଇଲ୍ ମିଳୁଛି। ଲୋକେ ନିଜ ନିଜ ପସନ୍ଦର ମାର୍ବଲ ଓ ଟାଇଲ୍‌ ବାଛି ବ୍ୟବହାର କରୁଛନ୍ତି। ତେବେ ଘର କଲା ବେଳେ ରୁମ୍‌ ଗୁଡ଼ିକର ସ୍ଥିତି ସହିତ କେଉଁ ଦିଗରେ କବାଟ, ଝରକା ରହିବ, ସେ ନେଇ ଅନେକ ଲୋକ ବାସ୍ତୁର ସାହାଯ୍ୟ ନିଅନ୍ତି। ଠିକ୍ ସେହିପରି ଘର ତିଆରି […]

White Marble Flooring

White Marble Flooring

Jitendra Garnayak
  • Published: Saturday, 27 March 2021
  • Updated: 27 March 2021, 12:02 PM IST

Sports

Latest News

ଆଜିକାଲି ପ୍ରାୟ ସମସ୍ତେ ଘର କଲେ ଚଟାଣକୁ ମାର୍ବଲ କରୁଛନ୍ତି। ନ ହେଲେ ଟାଇଲ ପକାଉଛନ୍ତି। ବଜାରରେ ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ର ମାର୍ବଲ ଓ ଟାଇଲ୍ ମିଳୁଛି। ଲୋକେ ନିଜ ନିଜ ପସନ୍ଦର ମାର୍ବଲ ଓ ଟାଇଲ୍‌ ବାଛି ବ୍ୟବହାର କରୁଛନ୍ତି। ତେବେ ଘର କଲା ବେଳେ ରୁମ୍‌ ଗୁଡ଼ିକର ସ୍ଥିତି ସହିତ କେଉଁ ଦିଗରେ କବାଟ, ଝରକା ରହିବ, ସେ ନେଇ ଅନେକ ଲୋକ ବାସ୍ତୁର ସାହାଯ୍ୟ ନିଅନ୍ତି। ଠିକ୍ ସେହିପରି ଘର ତିଆରି ପାଇଁ ବ୍ୟବହାର କରାଯାଉଥିବା ମାର୍ବଲ ଚୟନ ବେଳେ ବାସ୍ତୁର ସାହାଯ୍ୟ ନେବା ଆବଶ୍ୟକ ବୋଲି କୁହାଯାଏ। କାରଣ ଏହା ମଧ୍ୟ ଘର ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର-ପୂର୍ବ ଦିଗର ଚଟାଣରେ ସର୍ବଦା ଧଳା ମାର୍ବଲ ବିଛାନ୍ତୁ। ଏହି ରଙ୍ଗର ମାର୍ବଲକୁ ଆପଣ ଘରର ପଶ୍ଚିମ ଦିଗର ଚଟାଣରେ ମଧ୍ୟ ବ୍ୟବହାର କରିପାରିବେ।

ଉତ୍ତର-ପୂର୍ବ ଦିଗରେ ଚଟାଣରେ ଧଳା ମାର୍ବଲ ବ୍ୟବହାର କଲେ ଅନେକ ଶୁଭ ଫଳ ମିଳିଥାଏ। ଏହା ଘର ଲୋକଙ୍କ ବାଟରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ହଟାଇ ଦିଏ। ଘର ଲୋକଙ୍କୁ ମାନସିକ ଭାବେ ଦୃଢ଼ କରେ।

ଏହା ସହିତ ଏହା ଘର ଲୋକଙ୍କ ଉନ୍ନତି ଓ ସଫଳତାରେ ସହାୟକ ହୋଇଥାଏ। ଘରକୁ ଅର୍ଥାଗମନ ହୋଇଥାଏ। ସେହିପରି ଅଟକି ଯାଇଥିବା କାମକୁ ସଂପୂର୍ଣ୍ଣ କରିବାରେ ବେଶ୍ ସହାୟକ ହୋଇଥାଏ।
(ତଥ୍ୟ ସୌଜନ୍ୟ- ଇଣ୍ଡିଆ ଟିଭି)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story