Odisha Repoter Odisha Repoter -

  • ହୋମ୍
  • ଓଡ଼ିଶା
  • ଦେଶବିଦେଶ
    • ଅନ୍ତର୍ଜାତୀୟ
    • ଜାତୀୟ
  • ରାଜନୀତି
  • ଖେଳ
    • ହକି
    • କ୍ରିକେଟ୍
    • ଆଥଲେଟିକ୍ସ
    • ଅନ୍ୟାନ୍ୟ
  • ମନୋରଂଜନ
    • ଟେଲି ଦୁନିଆ
    • ଯଲିଉଡ୍
    • ଓଲିଉଡ୍
    • ବଲିଉଡ୍
    • ହଲିଉଡ୍
  • ଜୀବନଶୈଳୀ
    • ପର୍ଯ୍ୟଟନ
    • ରୂପସଜ୍ଜା
    • ରୋଷେଇ
    • ସ୍ୱାସ୍ଥ୍ୟ
  • ରାଶି ଓ ବାସ୍ତୁ
    • ଆଜିର ରାଶିଫଳ
    • ବାସ୍ତୁଶାସ୍ତ୍ର
    • ଅନ୍ୟାନ୍ୟ
  • ସ୍ପେଶାଲ୍
    • ଏକ୍ସକ୍ଲୁସିଭ୍
    • ସାକ୍ଷାତକାର
  • ସୋଶାଲ ମିଡିଆ
  • ଗସିପ୍ ଗଳି
  • ବ୍ୟବସାୟ
    • ଗ୍ୟାଜେଟ
    • ନିଯୁକ୍ତି
  • ଅତିଥି ସ୍ତମ୍ଭ
  • ଭିଡିଓ
  • ସାହିତ୍ୟ ଓ ସଂସ୍କୃତି
Odisha Reporter

Author

Madhupriya Mistry

ରାଜ୍ୟର ବିଭିନ୍ନ ଖବର କାଗଜ ଓ ଟେଲିଭିଜନ ଚ୍ୟାନେଲ୍‌ରେ ମଧୁପ୍ରିୟାଙ୍କର ୧୦ ବର୍ଷର ଅଭିଜ୍ଞତା ରହିଛି । ଆଞ୍ଚଳିକ ଖବର ଠାରୁ ଆରମ୍ଭ କରି ନ୍ୟାଶନାଲ ଏବଂ ଏଣ୍ଟରଟେନମେଣ୍ଟ ସମେତ ସମସ୍ତ ପ୍ରକାରର ନ୍ୟୁଜରେ ରୁଚି ରହିଛି।

Odisha

ରାଜଧାନୀରେ ସିରିଜ ଦୁର୍ଘଟଣା, ୩ କାର୍ ଚୂନା

Madhupriya Mistry Feb 24, 2021
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଜି ଘଟିଛି ଏକ ସିରିଜ୍ ଦୁର୍ଘଟଣା। ଏକ ଇନୋଭା ଗାଡ଼ି ଧକ୍କାରେ ୩ଟି କାର୍ ଭାଙ୍ଗି ଚୂନା…
ବଲିଉଡ୍

ମନେ ପଡନ୍ତି ହୱା ହୱାଇ ଗାର୍ଲ

Madhupriya Mistry Feb 24, 2021
ମୁମ୍ବାଇ: ବଲିଉଡର ହୱା ହୱାଇ ଗାର୍ଲ ତଥା ସବୁଠୁ ସୁନ୍ଦର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ଆଜି ୩ ବର୍ଷ ପୂରିଛି। ୨୦୧୮ ଫେବ୍ରୁଆରୀ ୨୪…
Odisha

ରାତିରେ ଶୋଇଥିଲେ, ଦଳିଦେଲା ହାତୀ

Madhupriya Mistry Feb 24, 2021
କୁଚିଣ୍ଡା (ଦେବେନ୍ଦ୍ର ବେହେରା): ରାତିରେ ଶୋଇଥିବା ଅବସ୍ଥାରେ ଦଳିଦେଲା ହାତୀ। ଏଭଳି ଅଘଟଣ ଘଟିଛି କୁଚିଣ୍ଡା ଭୋଜପୁର ରେଂଜ ଗଡ଼ାକୁନା…
ବଲିଉଡ୍

ଅଭିନୟ କରିବେ କୁମାର ବିଶ୍ୱାସ

Madhupriya Mistry Feb 24, 2021
ମୁମ୍ବାଇ: ପ୍ରସିଦ୍ଧ କବି ତଥା ରାଜନେତା ଭାବେ ବେଶ ଜଣାଶୁଣା କୁମାର ବିଶ୍ୱାସ ଏବେ ପିଲ୍ମ ଦୁନିଆରା ପାଦ ଥାପିବାକୁ ଯାଉଛନ୍ତି। ସାହିତ୍ୟ…
Odisha

RPF କର୍ମୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ୨ ଗୁରୁତର

Madhupriya Mistry Feb 24, 2021
ଭଦ୍ରକ (ପାର୍ଥସାରଥୀ ନାୟକ): କୋଇଲା ଚୋରି ରୋକିବାକୁ ଯାଇ ଆକ୍ରମଣର ଶିକାର ହେଲେ RPF କର୍ମୀ। ତଦନ୍ତ କରିବାକୁ ଯାଇଥିବା RPF କର୍ମୀଙ୍କୁ…
ଭାଇରାଲ୍

ରାସ୍ତାରେ ଗଡିଲା ୧୩୯ ବର୍ଷର ପୁରୁଣା ପ୍ୟାଲେସ

Madhupriya Mistry Feb 24, 2021
କାଲିଫର୍ଣ୍ଣିଆ: ସାଧାରଣତଃ ଘରଟିଏ ତିଆରି ହେବା ପରେ ସେହି ସ୍ଥାନରେ ବର୍ଷ ବର୍ଷ ଧରି ରୁହେ। ତାକୁ ନିଜ ସ୍ଥାନରୁ ଘୁଞ୍ଚାଇବା ଅସମ୍ଭବ।…
ବଲିଉଡ୍

ପ୍ରିୟଙ୍କାଙ୍କୁ ମିଳିଥିଲା ଗଣଦୁଷ୍କର୍ମ ଧମକ!

Madhupriya Mistry Feb 24, 2021
ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜ ହଟ୍ ଆଣ୍ଡ ଗ୍ଲାମରସ ଲୁକ୍ ପାଇଁ ବେଶ ଜଣାଶୁଣା। ସେ ବଲିଉଡ ପରେ ଏବେ ହଲିଉଡରେ…
Odisha

ଶ୍ରୀମନ୍ଦିର ପାଇଁ ସରକାର ଚିନ୍ତିତ

Madhupriya Mistry Feb 24, 2021
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରକୁ ନେଇ ଚିନ୍ତାରେ ସରକାର । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଭିତରେ କରୋନା ସଂକ୍ରମଣ ଚିନ୍ତା ବଢ଼ିଛି।…
ଜାତୀୟ

ତୈଳ ଦର କମାଇବାକୁ ଫର୍ମୁଲା ଦେଲେ RBI ଗଭର୍ଣ୍ଣର

Madhupriya Mistry Feb 23, 2021
ନୂଆଦିଲ୍ଲୀ: ଦେଶରେ ହୁ ହୁ ବଢ଼ି ଚାଲିଛି ତୈଳ ଦର। ଦିନକୁ ଦିନ ପେଟ୍ରୋଲ ଡିଜେଲ ଦର ହାଇ ସ୍ପିଡବେଗରେ ଗତି କରୁଛି। ବିଭିନ୍ନ ରାଜ୍ୟରେ…
ଅନ୍ୟାନ୍ୟ

ନଟରାଜନଙ୍କ ଜୀବନରେ କିଏ ଭରିଦେଲା ଖୁସି

Madhupriya Mistry Feb 23, 2021
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଫାଷ୍ଟ ବୋଲର ଟି.ନଟରାଜନ। ଅଷ୍ଟ୍ରେଲିଆର ତିନୋଟି ଫର୍ମାଟରେ ସେ ଡେବ୍ୟୁ କରିଛନ୍ତି। ଡେବ୍ୟୁ ପରେ ପରେ ହିଁ…
  • OTV
  • tarang plus
  • Tarang tv
  • Tarang Music
  • Prarthana Tv
  • Tarang FM
  • Alankar TV
  • Desh Tv
  • City Plus


© 2021 - Odisha Reporter. All Rights Reserved.
Advertise With Us