ଆଜିଠୁ ୧୭ ଯାଏଁ ରାଜ୍ୟରେ ତାପମାତ୍ରା କମିବ, ହେଲେ ଗୁଳୁଗୁଳି ଅନୁଭୂତ ହେବ, ଆଜି ଦିନ ସାଢେ ୧୧ ଯାଏଁ ୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, କୁଆପଥର ମାଡ଼ ସହ ଧୂଳିଝଡ଼ ସମ୍ଭାବନା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।