ଆସନ୍ତାକାଲି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେସନ (OJEE): ପରୀକ୍ଷା ଦେବେ ୪୮, ୩୧୭ ଛାତ୍ରଛାତ୍ରୀ; ୮୧ଟି କେନ୍ଦ୍ରରେ ହେବ ପରୀକ୍ଷା, ସକାଳ ୯ରୁ ୧୨ଟା, ଅପରାହ୍ନ ୨ଟାରୁ ୪ଟା ଯାଏଁ ହେବ ପରୀକ୍ଷା