ଏୟାର ଓଡ଼ିଶା ମୁଖ୍ୟ ସନ୍ତୋଷ ପାଣିଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ କଂପାନୀର ଜଣେ ପୂର୍ବତନ କର୍ମଚାରୀ, ସନ୍ତୋଷ ତାଙ୍କୁ ୨ ଥର ଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି