ଓଡ଼ିଶାର ଆଇନଜୀବୀଙ୍କୁ ଆନ୍ଦୋଳନ ସ୍ଥଗିତ କରିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଅପିଲ୍: ଆଜିର ବୈଠକରେ ଏନେଇ ନିଷ୍ପତ୍ତି ନେବାକୁ ଟ୍ୱିଟ୍ ଜରି‌ଆରେ ଅନୁରୋଧ କଲେ, ମାସେ ହେଲାଣି ରାଜ୍ୟରେ କୋର୍ଟ କାର୍ଯ୍ୟ ହୋଇପାରୁନାହିଁ, ନ୍ୟାୟ ପ୍ରଦାନ ପ୍ରଭାବିତ ହୋଇଛି, ଲୋକେ ଅସୁବିଧା ଭୋଗୁଛନ୍ତି ବୋଲି କହିଛନ୍ତି