ଓଭରବ୍ରିଜ ଭୁଶୁଡ଼ିବା ନେଇ ଭୁବନେଶ୍ୱର ଡିସିପି କହିଲେ, ଠିକା ସଂସ୍ଥା ମୁଖ୍ୟଙ୍କ ସହ ଏଯାବତ୍‌ ୪ ଜଣଙ୍କୁ ଗିରଫ କରାଯାଇଛି