କଂଗ୍ରେସ ଟିକେଟ୍ ନିୟମକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ- ଗତ ନିର୍ବାଚନରେ ଅମାନତ ହରାଇଥିଲେ ମିଳିବନି ଟିକେଟ୍, ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ ଟିକେଟ୍ ମିଳିବ ନାହିଁ, ଯେଉଁ ପରିବାର ରାଜନୀତିରେ ଥିବେ, ସେଥିରୁ ଏକାଧିକ ପାଇପାରନ୍ତି