କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା:ରାଜ୍ୟ ମାନବାଧିକାର କମିଶନଙ୍କ ଉଦବେଗ ପ୍ରକାଶ,ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ #OHRC ଙ୍କ ରିପୋର୍ଟ ତଲବ,୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ