କେନ୍ଦୁଝର: ଘଟଗାଁ ତାରିଣୀ ମନ୍ଦିରରେ ଜିଭ କାଟିଲେ ଭକ୍ତ; ମାନସିକ ପୂରଣ ପାଇଁ ଜିଭ କାଟିଥିବା ସୂଚନା, ଆହତ ଅବସ୍ଥାରେ ଘଟଗାଁ ମେଡିକାଲରେ ଭର୍ତ୍ତି, ଆହତ ଭକ୍ତ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର