କେନ୍ଦୁଝର: ଘଟଗାଁ ଥାନା ମନୋହରପୁର ଗାଁରେ ଘର କାନ୍ଥ ପଡ଼ି ୨ ଶିଶୁ ମୃତ; ମାଆ, ଝିଅ ଗୁରୁତର, ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି