କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶଂସା ପ୍ରସଙ୍ଗ: ଦେବାଶିଷ ସାମନ୍ତରାୟ କହିଲେ- ପିନାକୀଙ୍କ ଏହି ମନ୍ତବ୍ୟ ଦଳ ବିରୋଧୀ କାର୍ଯ୍ୟ