କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ସବୁ ସ୍କୁଲ୍‌ ଆଜି ଦିନକ ପାଇଁ ଛୁଟି: ଲଗାଣ ବର୍ଷାକୁ ଦୃଷ୍ଟିରେ ଛୁଟି ଘୋଷଣା କଲେ ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଜିଲ୍ଲାରେ ଓପନ୍ ସ୍କୁଲ ପରୀକ୍ଷା କେନ୍ଦ୍ର ଖୋଲା ରହିବ