କେନ୍ଦ୍ରାପଡ଼ା: କୁମ୍ଭୀର ପାଟିରୁ ସମ୍ପର୍କୀୟ ଭଉଣୀକୁ ଉଦ୍ଧାର ଘଟଣା; କୁନି ଝିଅ ମମତା ଦଲେଇକୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ, ଅଗଷ୍ଟ ୧୫ରେ ସାହସିକତା ପୁରସ୍କାର ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି