କୋଣାର୍କ: ଗୋପ ବ୍ଲକ୍ ପିନ୍ଦୋଳ ଗାଁରେ ବାଣ ବିସ୍ଫୋରଣରେ ବାପ, ପୁଅ ଗୁରୁତର; ଘରର ଛାତ ଉପରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି