ଗତ ୩ବର୍ଷ ହେଲା ବିଜୁ ଜନତା ଦଳ କିଛି ବଦଳି ଯାଇଛି, କିଛି ସରକାରୀ ବାବୁ ଅଫିସରେ ବସି ନିଷ୍ପତ୍ତି ନେବାଠାରୁ ଏପରି ଅବସ୍ଥା ହୋଇଛି: ସାଂସଦ ବୈଜୟନ୍ତ ପଣ୍ଡା