ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗ: ତାରା ବାହିନୀପତି କହିଲେ- ମୁଖ୍ୟମନ୍ତ୍ରୀ ଉଡ଼ିକରି ଗଲେ ଜୋନ୍ ଫୋନ୍ କିଛି ନାହିଁ, ଆଉ କିଏ ଉଡ଼ିଗଲେ କଥା ଧରାଯାଉଛି, ରାଜନୈତିକ ଅଭିସନ୍ଧି ରଖି ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ସିଜ୍ କରାଯାଇଛି