ଜାଗର ଯାତ୍ରାରେ ସରବତ ପିଇ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ଚିକିତ୍ସା ନେଇ କଟକ CDMO କହିଲେ- ଅସୁସ୍ଥଙ୍କ ଚିକିତ୍ସା କରାଯାଉଛି, ସାଲେପୁର ଏବଂ କଟକରୁ ଡାକ୍ତର ରାଇସୁଙ୍ଗୁଡ଼ା ପଠାଯାଇଛି