ଜାନକୀ ବଲ୍ଲଭଙ୍କ ପୁଅ ପୃଥ୍ୱୀ ବଲ୍ଲଭ ପ୍ରସଙ୍ଗରେ ନିରଞ୍ଜନଙ୍କ ମନ୍ତବ୍ୟକୁ ନେଇ ସୁରଙ୍କ ଟ୍ୱିଷ୍ଟ,ପୃଥ୍ୱୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କଲେ ବରିଷ୍ଠ ନେତା ସୁର ରାଉତରାୟ