ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କୁ ହତ୍ୟା ଘଟଣା: ଏସ୍‌ପି ସନ୍ତୋଷ ନାୟକ କହିଲେ- ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ୁଛି, ଦୁର୍ବୃତ୍ତମାନେ ଖସି ନଯିବାକୁ ସବୁ ରାସ୍ତା ବନ୍ଦ କରାଯାଇଛି, ପୂର୍ବରୁ ୩ ବର୍ଷ ତଳେ ଯଶୋବନ୍ତଙ୍କୁ ଗୁଳିମାଡ଼ ହୋଇଥିଲା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।