ଢେଙ୍କାନାଳ: ହାଟକୁ ଯାଇଥିବା ବେଳେ ରଞ୍ଜାଗୋଳ ଗାଁ ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ; ୨ଟି ଗୋଡ଼ରେ ଗୁଳି ବାଜିଛି, ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର